Author: Purva Paksha

cyclocyclCyclone: କେନ୍ଦ୍ର ଗୃହ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦରେ ଦେଇଥିବା ସୂଚନା ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ବନ୍ୟା, ଭୂସ୍ଖଳନ, ମେଘ ବିସ୍ଫୋରଣ ଏବଂ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ସହାୟତା ପାଇଁ ବିଭିନ୍ନ ରାଜ୍ୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ପ୍ରତିବର୍ଷ ‘ବନ୍ୟା’ ଓ ‘ସାମୁଦ୍ରିକ ଝଡ଼’ ଦେଶରେ ଲୋକଙ୍କ ଉପରେ ବିପର୍ଯ୍ୟୟ ସୃଷ୍ଟି କରିଥାଏ। ପୂର୍ବରୁ ଏଭଳି ଜାତୀୟ ବିପର୍ଯ୍ୟୟ ପାଇଁ ବ୍ୟୟ ବହୁଳ ଥିଲା। ପାଞ୍ଚବର୍ଷ ହେଲା ଏହି ଖର୍ଚ୍ଚ କମିବାରେ ଲାଗିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ରଣନୀତି ଏବଂ ରାଜ୍ୟଗୁଡ଼ିକର ପୂର୍ଣ୍ଣ ସହଯୋଗ ସବୁ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଜୀବନ ଓ ସମ୍ପତ୍ତି କ୍ଷୟକ୍ଷତିକୁ ହ୍ରାସ କରିଛି। ଗତ ପାଞ୍ଚବର୍ଷ ମଧ୍ୟରେ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟମାନଙ୍କୁ ୨୯,୨୭୨.୮୮୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ତେବେ ଏହି ସମୟ ମଧ୍ୟରେ ରିଲିଫ୍…

Read More