Author: Purva Paksha

Atul Subhash Case: ବେଙ୍ଗାଲୁରୁରେ ଆଇଟି ପ୍ରଫେସନାଲ ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣା ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ସୁଭାଷଙ୍କ ଏହି ମାମଲା ଯୌତୁକ ଆଇନର ଅପବ୍ୟବହାରକୁ ନେଇ ବିତର୍କ ସୃଷ୍ଟି କରିଛି। ଯୌତୁକ ନିର୍ଯାତନା ମାମଲାରେ ଆଇନର ଅପବ୍ୟବହାରକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ନିକଟରେ ବେଙ୍ଗାଲୁରୁରେ ଘଟିଥିବା ଏକ ଘଟଣା ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଇଟି ପ୍ରଫେସନାଲ ଅତୁଲ ସୁଭାଷ ତାଙ୍କ ପତ୍ନୀଙ୍କ ନିର୍ଯାତନା ଅଭିଯୋଗ କରି ସୋମବାର ଆତ୍ମହତ୍ୟା କରିଛନ୍ତି। ୨୪ ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ଛାଡ଼ି ସେ ତାଙ୍କ ପତ୍ନୀ ଓ ଶାଶୁଘର ଲୋକଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ସୁଭାଷଙ୍କ ଏହି ମାମଲା ଯୌତୁକ ଆଇନର ଅପବ୍ୟବହାରକୁ ନେଇ ବିତର୍କ ସୃଷ୍ଟି କରିଛି। ଯୌତୁକ ନିର୍ଯାତନା ମାମଲାରେ ଆଇନର ଅପବ୍ୟବହାରକୁ ନେଇ ମଙ୍ଗଳବାର ଦେଶର ସର୍ବୋଚ୍ଚ ଅଦାଲତ ଉଦବେଗ ପ୍ରକାଶ କରିଛନ୍ତି। ବେଙ୍ଗାଲୁରୁରେ ଆଇଟି ପ୍ରଫେସନାଲ ଆତ୍ମହତ୍ୟା…

Read More