Author: Purva Paksha

Jagannath Temple Digha : ଅକ୍ଷୟ ତୃତୀୟା ଦିନ ଏପ୍ରିଲ ୩୦ ତାରିଖରେ ଦୀଘାସ୍ଥିତ ଜଗନ୍ନାଥ ମନ୍ଦିର ଉଦDଘାଟିତ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଅକ୍ଷୟ ତୃତୀୟା ଦିନ ୨୦୨୫ ଏପ୍ରିଲ ୩୦ ତାରିଖରେ ଦୀଘାସ୍ଥିତ ଜଗନ୍ନାଥ ମନ୍ଦିର ଉଦ୍‍ଘାଟିତ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି। ମାର୍ବଲ ମୂର୍ତ୍ତି ତିଆରି ହୋଇଛି, କାଠ ମୂର୍ତ୍ତି ଏପର୍ଯ୍ୟନ୍ତ ତିଆରି ହୋଇନାହିଁ। ମମତା କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆଉ କିଛି ଖର୍ଚ୍ଚ କରିବାକୁ ପଡ଼ିବ। ଏକ ଟ୍ରଷ୍ଟ ଗଠନ କରାଯାଇଛି ଯେଉଁଥିରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୧୫ରୁ ୨୦ ଜଣ ସଦସ୍ୟ ରହିବେ। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, କିଛିବର୍ଷ ତଳେ ଦୀଘା ବୁଲିବା ସମୟରେ ମୁଁ ସ୍ଥିର କରିଥିଲି…

Read More