Author: Purva Paksha

Mobile service: ଓଡ଼ିଶାର ୩୨୫୪ ଗାଁରେ ମୋବାଇଲ୍‍ ସେବା ଅପହଞ୍ଚ । ସେହିଭଳି ୯୨୨ଟି ଗାଁରେ ଏବେବି ୨ଜି ମୋବାଇଲ୍‍ ସେବା ବଳବତ୍ତର ରହିଛି ଯାହାର ବେଗ ଅତ୍ୟନ୍ତ ଧିମା। ରାଜ୍ୟରେ କେତେକ ସ୍ଥାନରେ ୫ଜି ସେବା ଆରମ୍ଭ ହୋଇଥିବାବେଳେ ୨ଜି ସେବାରେ ପରିବର୍ତ୍ତନ ନ ହେବା ରାଜ୍ୟର ଦୁର୍ବଳ ମୋବାଇଲ ସଂଯୋଗକୁ ପ୍ରତିପାଦନ କରୁଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩ହଜାରରୁ ଅଧିକ ଗାଁରେ ମୋବାଇଲ୍‍ ସେବା ପହଞ୍ଚି ପାରିନଥିବାବେଳେ ପାଖାପାଖି ହଜାରେ ଗାଁରେ ଏବେବି ୨ଜି ମୋବାଇଲ୍‍ ସେବା ବଳବତ୍ତର ରହିଛି। ଏହା ଫଳରେ ବ୍ୟାଙ୍କ୍‍ ସେବାଠାରୁ ଆରମ୍ଭକରି ରାସନକାର୍ଡର ଇ-କେୱାଇସି ଯାଞ୍ଚ ସବୁକିଛି ବାଧାପ୍ରାପ୍ତ ହେଉଛି। ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ ଏବେବି ଓଡ଼ିଶାର ୩୨୫୪ ଗାଁରେ ମୋବାଇଲ୍‍ ସେବା ଅପହଞ୍ଚ । ସେହିଭଳି ୯୨୨ଟି ଗାଁରେ ଏବେବି ୨ଜି ମୋବାଇଲ୍‍ ସେବା ବଳବତ୍ତର ରହିଛି ଯାହାର ବେଗ ଅତ୍ୟନ୍ତ ଧିମା। ରାଜ୍ୟରେ କେତେକ ସ୍ଥାନରେ ୫ଜି…

Read More