Author: Purva Paksha

Tribal Fair:ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି ଟଙ୍କାର ବଜେଟ୍‍ ଥିବାବେଳେ ପ୍ରବାସୀଙ୍କ ଆଗମନକୁ ଦୃଷ୍ଟିରେ ରଖି ରାଜଧାନୀ ସଜେଇ ହେଉଥିବାବେଳେ କାର୍ଯ୍ୟକ୍ରମମାନ ପ୍ରସ୍ତୁତ ହେଉଛି। ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରଥମଥର ସକାଶେ ଆଦିବାସୀ ମେଳା ପରମ୍ପରାରେ ବ୍ୟତିକ୍ରମ ହେବାକୁ ଯାଉଛି। ପ୍ରତିବର୍ଷ ଜାନୁୟାରୀ ୨୬ତାରିଖରେ ସାଧାରଣତନ୍ତ୍ର ଦିବସରେ ଉଦ୍‍ଘାଟନ ହେଉଥିବା ଆଦିବାସୀମେଳା ଚଳିତବର୍ଷ ଜାନୁୟାରୀ ୫ତାରିଖରୁ ଅନୁଷ୍ଠିତ ହେବ। ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ଦିବସର ୧୮ତମ ସଂସ୍କରଣ ଚଳିତବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି। ସାରାବିଶ୍ୱରୁ ପ୍ରାୟ ଚାରିହଜାର ପ୍ରବାସୀ ଏଥିରେ ଅଂଶଗ୍ରହଣ କରିବାର ଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ବୈଦେଶିକ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି ଟଙ୍କାର ବଜେଟ୍‍ ଥିବାବେଳେ ପ୍ରବାସୀଙ୍କ ଆଗମନକୁ ଦୃଷ୍ଟିରେ ରଖି ରାଜଧାନୀ ସଜେଇ ହେଉଥିବାବେଳେ କାର୍ଯ୍ୟକ୍ରମମାନ ପ୍ରସ୍ତୁତ ହେଉଛି।…

Read More