Author: Purva Paksha

Aghori sadhu: କେତେକ ଅଘୋରୀ ସନ୍ନ୍ୟାସୀ ମଧ୍ୟ ମୃତଦେହ ସହିତ ସମ୍ପର୍କ ସ୍ଥାପନ କରନ୍ତି। କିନ୍ତୁ ଏହା କାହିଁକି କରାଯାଏ? ଏହା ପଛର କାରଣ କ’ଣ? ଆସନ୍ତୁ ଆପଣଙ୍କୁ କହିଦେଉଛୁ। ଆଉ ମାତ୍ର କିଛିଦିନ ପରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ କୁମ୍ଭ ମେଳା ଆରମ୍ଭ ହେବାକୁ ଯାଉଛି। ହିନ୍ଦୁ ଧର୍ମରେ ମହାକୁମ୍ଭର ବହୁତ ମହତ୍ତ୍ୱ ରହିଛି। ବିଶ୍ୱାସ ଅନୁଯାୟୀ, ଯିଏ ମହାକୁମ୍ଭରେ ପବିତ୍ର ସ୍ନାନ କରିଥାଏ, ତା’ର ସମସ୍ତ ପାପ ଲୋପ ପାଇଯିବ। ଏଥର କୁମ୍ଭମେଳାରେ ଦେଶ ବିଦେଶରୁ ୪୫କୋଟି ଶ୍ରଦ୍ଧାଳୁ ଯୋଗଦେବେ ବୋଲି ଆଶା କରାଯାଉଛି। ଏହା ସହିତ ଏହି ମହାକୁମ୍ଭକୁ ଅନେକ ସାଧୁ ସନ୍ଥ ମଧ୍ୟ ଆସିବେ। ଏପରି ସାଧୁ ସନ୍ଥମାନଙ୍କର ଏକ ଗୋଷ୍ଠୀ ଅଛନ୍ତି, ସେମାନଙ୍କ ପୋଷାକ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ। ସେମାନେ ହେଉଛନ୍ତି ଅଘୋରୀ। କିନ୍ତୁ କେବଳ ଅଘୋରୀ ସାଧୁଙ୍କ ପୋଷାକ ନୁହେଁ ବରଂ ସେମାନଙ୍କ ଜୀବନଶୈଳୀ ଏବଂ ସେମାନଙ୍କ ବାସସ୍ଥଳୀ ମଧ୍ୟ ସମଗ୍ର ବିଶ୍ୱଠାରୁ…

Read More