Author: Purva Paksha

ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଅକାଳ ବିୟୋଗ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ନିର୍ବାଚନ ବିଧିବ୍ୟବସ୍ଥା ଅନୁସାରେ ଆସନ୍ତା ୬ ମାସ ଭିତରେ ଏହି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏହି ନିର୍ବାଚନ କେବଳ ବିଜେଡି ଆଗରେ ଭାବମୂର୍ତ୍ତି ରକ୍ଷାର ପରିଚୟ ହେବ ନାହିଁ ବରଂ ବିଜେପି ନେତୃତ୍ୱାଧୀନ ‘ଲୋକଙ୍କ ସରକାର’ ପାଇଁ ଏକ ଅଗ୍ନି ପରୀକ୍ଷା ହେବ ବୋଲି କୁହାଯାଉଛି। ଅନେକଙ୍କ ଭାଷାରେ ଏହା ଓଡ଼ିଶା ରାଜନୀତିର ବର୍ତ୍ତମାନର ଷ୍ଟାଟସ୍‍କୁ ଜଣାଇବାରେ ସକ୍ଷମ ହେବ। କିନ୍ତୁ ନୂଆପଡ଼ାର ରାଜନୀତିକ ଇତିହାସ କିଛି ପରିବର୍ତ୍ତନକୁ ଇଙ୍ଗିତ କରୁଛି। ଏ ପରିବର୍ତ୍ତନ ସହ ୧୯୯୭ର ଉପନିର୍ବାଚନ ସାମଞ୍ଜସ୍ୟ ରକ୍ଷା କରିପାରେ। ଏପରିକି ସେତେବlଳେ ବିଜୁଙ୍କ ଜନତା ଦଳ ଯେମିତି ଅବସ୍ଥା ଭୋଗିଥିଲା ଏବେ ତାହା ବିଜୁ ଜନତା ଦଳ ପାଇଁ ପୁନରାୟ ଘଟିପାରେ। ନୂଆପଡ଼ାରେ ଦ୍ୱୈତ…

Read More