Author: Purva Paksha

Britishers looted India: ଅକ୍ସଫାମ୍ ରିପୋର୍ଟରେ କୁହାଯାଇଛି ଯେ ଯେତେବେଳେ ଗୁଲାମ ଦେଶଗୁଡ଼ିକ ସ୍ୱାଧୀନତା ହାସଲ କଲେ, ସେତେବେଳେ କ୍ଷମତା ସେମାନଙ୍କର କିଛି ମନୋନୀତ ସମ୍ପ୍ରଦାୟର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ବର୍ଣ୍ଣ ବ୍ୟବସ୍ଥାକୁ ବ୍ରିଟିଶମାନେ ବୈଧତା ଦେଇଥିଲେ ଏବଂ ଏହାକୁ ଆହୁରି ବିକୃତ କରିଥିଲେ। ଭାରତ ଉପରେ ବ୍ରିଟେନ ଶାସନ ବରଦାନ ଥିଲା। ବ୍ରିଟିଶ ଶାସନଦ୍ୱାରା ଭାରତର ବିକାଶ ହୋଇଥିଲା। ଏଭଳି ବ୍ୟାଖ୍ୟାନ ପ୍ରଚଳିତ କରିବାରେ ବ୍ରିଟିଶ ଓ ସେମାନଙ୍କ ସମର୍ଥକ ଢେର ଆଗରେ ଅଛନ୍ତି। କିନ୍ତୁ ନିକଟରେ ପ୍ରକାଶିତ ଏକ ଗବେଷଣାତ୍ମକ ରିପୋର୍ଟରେ ବ୍ରିଟିଶ ଔପନିବେଶକ ଶାସନର ଏହି ମିଛର ପର୍ଦ୍ଧାଫାଶ କରାଯାଇଛି। ଇଂରେଜ ଭାରତରେ ନିଜ ଶାସନ କାଳରେ ଏତେ ଟଙ୍କା ଲୁଟିଥିଲେ ଯେ ଲଣ୍ଡନ ସହରର ରାସ୍ତାରେ ୫୦ ପାଉଣ୍ଡ ନୋଟକୁ ୪ ଥର ବିଛାଇଲେ ମଧ୍ୟ କିଛି ବଳିଯିବ। ବିଶ୍ୱର ଶ୍ରେଷ୍ଠ ୧୦ଟି ଦେଶର ଅର୍ଥନୀତିକୁ ମିଶାଇଲେ ଯେତିକି…

Read More