Author: Purva Paksha

CDSCO:କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ସମଗ୍ର ଦେଶରେ ମୋଟ ୧୩୫ଟି ଔଷଧର ନମୁନା ବିଫଳ ହୋଇଛି। ଯେଉଁ ଔଷଧର ନମୁନା ବିଫଳ ହୋଇଛି ସେଗୁଡ଼ିକ ହେଲା ହୃଦୟ, ଚିନି, କିଡନୀ, ବିପି ଓ ରକ୍ତଚାପ। ଏବଂ ଆଣ୍ଟିବାୟୋଟିକ ସମେତ ଅନେକ ଔଷଧ। ଏହା ପୂର୍ବରୁ ମଧ୍ୟ ସିଡିଏସସିଓ ପକ୍ଷରୁ ଅନେକ ଔଷଧ ଉପରେ ପ୍ରତିବନ୍ଧକ ଲଗାଯାଇଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଡିସେମ୍ବରରେ ନିଆଯାଇଥିବା ଔଷଧର ନମୁନାର ଫଳାଫଳ ପ୍ରକାଶ କରିଛି। ଏହା ଅନୁଯାୟୀ, ୧୩୫ରୁ ଅଧିକ ଔଷଧର ମାନକ ଠିକ୍ ପ୍ରମାଣିତ ହୋଇନାହିଁ। ଯେଉଁ ଔଷଧର ନମୁନା ବିଫଳ ହୋଇଛି ସେଗୁଡ଼ିକ ମଧ୍ୟରେ ଅଛନ୍ତି ହୃଦ୍‍ରୋଗ,ମଧୁମେହ, କିଡନୀ, ବିପି ଏବଂ ଆଣ୍ଟିବାୟୋଟିକ ସମେତ ଅନେକ ଔଷଧ। ଗତ କିଛିମାସ ଧରି ଲଗାତାର ଔଷଧ ନମୁନା ମାନକ ସହ ମେଳ ଖାଉନାହିଁ। ଦେଶର ଅନେକ ବଡ଼ ବଡ଼ ଔଷଧ କମ୍ପାନି ଏହି ଔଷଧ ତିଆରି କରିଥାନ୍ତି।…

Read More