Author: Purva Paksha

New Body to Promote NPS: ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ)କୁ ପ୍ରୋତ୍ସାହନ ଦେବା ପାଇଁ ଏକ ନୂଆ ଅନୁଷ୍ଠାନ ଘୋଷଣା କରାଯାଇଛି। ପେନସନ୍‍ ପାଣ୍ଠି ନିୟାମକ ଓ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଦୀପକ ମହାନ୍ତି ଏହି ଘୋଷଣା କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ମ୍ୟୁଚୁଆଲ ଫଣ୍ଡ ଭଳି ପେନସନ ଶିଳ୍ପକୁ ପ୍ରୋତ୍ସାହିତ କରିବା। ଏହାଦ୍ୱାରା ଲୋକଙ୍କୁ ଅନେକ ସୂଚନା ମିଳିବ। ମ୍ୟୁଚୁଆଲ ଫଣ୍ଡ ଭଳି ଏନପିଏସ ପାଇଁ ଏକ ନୂଆ ଅନୁଷ୍ଠାନ ଗଠନ କରାଯିବ ଏହି ନୂତନ ଅନୁଷ୍ଠାନ ଲୋକଙ୍କୁ ଏନପିଏସ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବ ଏନପିଏସ ନିବେଶ ସହିତ କେନ୍ଦ୍ର ସରକାରଙ୍କ ଏକ ପେନସନ ଯୋଜନା ମଧ୍ୟ ରହିଛି ପେନସନ୍ ସମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ ଖୁବ୍‍ଶୀଘ୍ର ଏହାର ସମାଧାନ ହୋଇଯିବ। ସରକାର ଏକ ନୂଆ ସଂସ୍ଥା ଗଠନ କରିବାକୁ ଯାଉଛନ୍ତି ଯାହା ପେନସନ୍‍ ସମ୍ବନ୍ଧୀୟ ସମସ୍ତ ସୂଚନା ଦେବ। ଏହି ଅନୁଷ୍ଠାନ ମ୍ୟୁଚୁଆଲ ଫଣ୍ଡ୍‍ ଆସୋସିଏସନ…

Read More