Author: Purva Paksha

BUDGET-2025: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫ ଫେବ୍ରୁଆରି ପହିଲାରେ ବଜେଟ୍ ଉପସ୍ଥାପନ କରିବେ। ବଜେଟ୍‍ ୨୦୨୫ ଆର୍ଥିକ ବର୍ଷ, ପ୍ରତ୍ୟକ୍ଷ ଟିକସ, ପରୋକ୍ଷ ଟିକସ, ବିତ୍ତୀୟ ନିଅଣ୍ଟ ଏବଂ ଜିଡିପି ଭଳି ପ୍ରମୁଖ ସର୍ତ୍ତାବଳୀ। କେନ୍ଦ୍ର ବଜେଟ୍ ପାଇଁ ସମୟ ପାଖେଇ ଆସୁଛି। ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଏପ୍ରିଲ ୪ରେ ଶେଷ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବ୍ରୁଆରି, ୨୦୨୫ରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ୨୦୨୫ ଉପରେ ରହିଛି ସମସ୍ତଙ୍କ ନଜର। ବଜେଟରେ ସରକାରଙ୍କ ଆୟ ଓ ଖର୍ଚ୍ଚର ହିସାବ ରହିଛି। ବଜେଟରେ ଏମିତି କିଛି ଶବ୍ଦ ବ୍ୟବହୃତ ହୋଇଥାଏ ଯାହାକୁ ସାଧାରଣ ଲୋକଙ୍କ ପକ୍ଷରେ ବୁଝିବା ସହଜ ହୋଇନଥାଏ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ଯେତେବେଳେ ତାଙ୍କ ବଜେଟ୍ ଭାଷଣ ଦେବେ ସେତେବେଳେ ଯଦି ଏହି ୫ ଶବ୍ଦର ଅର୍ଥ ଆପଣ ଜାଣିବା ଆବଶ୍ୟକ, ତା’ହେଲେ ବଜେଟ୍‍କୁ ବୁଝିବା ସହଜ ହେବ।…

Read More