Author: Purva Paksha

JPC: ସୋମବାର ଯୁଗ୍ମ ସଂସଦୀୟ କମିଟି ୧୪ଟି ପରିବର୍ତ୍ତନ ସହ ୱାକଫ୍ ସଂଶୋଧନ ବିଲ୍‍କୁ ଅନୁମୋଦନ କରିଛି। ବିରୋଧୀ ସାଂସଦମାନେ ୪୪ଟି ସଂଶୋଧନ ଦାବି କରିଥିଲେ ଯାହାକୁ ଖାରଜ କରାଯାଇଥିଲା। ଜାନୁଆରୀ ୨୯ରେ ପ୍ରସ୍ତାବିତ ସଂଶୋଧନ ଉପରେ ମତଦାନ ହେବ ଏବଂ ଜାନୁଆରୀ ୩୧ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯିବ। ଏହାବ୍ୟତୀତ ନୂଆ ନିୟମ ଅନୁଯାୟୀ ୱାକଫ୍ କାଉନସିଲ ଜମି ଦାବି କରିପାରିବ ନାହିଁ। ଓ୍ଵାକଫ୍ ଆଇନରେ ବିରୋଧୀଙ୍କ ପ୍ରସ୍ତାବକୁ ଖାରଜ କଲା ଜେପିସି ଏହି ସଂଶୋଧନ ଉପରେ ଜାନୁଆରୀ ୨୯ରେ ମତଦାନ ପାଇଁ ଧାର୍ଯ୍ୟ କରାଯାଇଛି ବାଚସ୍ପତି ଜଗଦମ୍ବିକା ପାଲଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଲେ ବିରୋଧୀ ମିଳିତ ସଂସଦୀୟ କମିଟି (ଜେପିସି) ୱାକଫ୍ ଆଇନରେ ସଂଶୋଧନ ନେଇ ବିରୋଧୀ ସାଂସଦଙ୍କ ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଏହା ସହିତ ଜେପିସି ସୋମବାର ଅପରାହ୍ନରେ ୧୪ଟି ପରିବର୍ତ୍ତନ ସହିତ ୱାକଫ୍ ସଂଶୋଧନ ବିଲ୍‍କୁ ଅନୁମୋଦନ କରିଛି। ଗତବର୍ଷ ଅଗଷ୍ଟମାସରେ…

Read More