Author: Purva Paksha

Indian DNA: ୭୬ତମ ସାଧାରଣତନ୍ତ୍ର ଦିବସରେ ଭାରତ ଆସିଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଭୋ ସୁବିଆନ୍ତୋ ଭାରତୀୟ ଡିଏନଏ ବିଷୟରେ ଉଲ୍ଲେଖ କରିଛନ୍ତି। ଏହା କହି ସେ ଭାରତ-ଇଣ୍ଡୋନେସିଆର ଐତିହାସିକ ସମ୍ପର୍କ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ଭାରତର ଏହି ବୟାନ ସହ ଭାରତୀୟ ଡିଏନଏ ଚର୍ଚ୍ଚାକୁ ଆସିଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ଭାରତୀୟ ଡିଏନଏ ବିଷୟରେ ଉଲ୍ଲେଖ କରିଥିଲେ ଭାରତ-ଇଣ୍ଡୋନେସିଆ ଐତିହାସିକ ସମ୍ପର୍କ ଉପରେ ଆଲୋକପାତ ଭାରତ-ଇଣ୍ଡୋନେସିଆ ସମ୍ପର୍କ ରାମାୟଣ କାଳରୁ ଆରମ୍ଭ ହୋଇଛି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆନ୍ତୋ ରବିବାର ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେଇଥିଲେ। ଏହି ଅବସରରେ ଇଣ୍ଡୋନେସିଆ ରାଷ୍ଟ୍ରପତି କହିଥିଲେ ଯେ ତାଙ୍କ ଭିତରେ ଭାରତୀୟ ଡିଏନଏ ରହିଛି। ଏହା ସେ ହାଲୁକା ଢଙ୍ଗରେ କହିଥିଲେ, କିନ୍ତୁ ଇଣ୍ଡୋନେସିଆ ଓ ଭାରତ ମଧ୍ୟରେ ଥିବା ଐତିହାସିକ ସମ୍ପର୍କ ପ୍ରତି ଦୃଷ୍ଟି ଆକର୍ଷଣ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା। କିନ୍ତୁ ଏହି ଭାରତୀୟ ଡିଏନଏ କ’ଣ? ଇଣ୍ଡୋନେସିଆ…

Read More