Author: Purva Paksha

DeepSeek Selloff:ଚୀନ୍‍ ଏଆଇ ଡେଭେଲପର୍ ଡିପସିକ୍ ସମଗ୍ର ବିଶ୍ୱରେ ତାଣ୍ଡବ ସୃଷ୍ଟି କରିଛି। ଏହାର କାରଣରେ ସୋମବାର ଆମେରିକୀୟ ସେୟାର୍ ମାର୍କେଟରେ ବଡ଼ କ୍ଷତି ହୋଇଛି। କେବଳ ମାତ୍ର୨୪ ଘଣ୍ଟାରେ ଦୁନିଆର ଟପ୍ ୫୦୦ ଧନୀ ଲୋକଙ୍କର ନେଟ୍‌ୱର୍ଥ ସଂଯୁକ୍ତ ଭାବେ ୧୦୮ ଅରବ ଡଲାର୍ (ପ୍ରାୟ ୯,୩୪ ଲକ୍ଷ କୋଟି ଟଙ୍କା) କ୍ଷତି ହୋଇଛି। ଡିପସିକ୍‌ କାରଣରୁ ଆମେରିକୀୟ ସେୟାର୍ ମାର୍କେଟ୍‌ରେ ଭାରୀ କ୍ଷତି ହୋଇଛି ଦୁନିଆର ଟପ୍ ୫୦୦ ଧନୀଙ୍କର ୧୦୮ବିଲିୟନ୍ ଡଲାର୍‌ର କ୍ଷତି ହୋଇଛି ଏନଭିଡିଆର ଜେନସନ୍ ହୁଆଙ୍ଗଙ୍କର ନେଟ୍‌ୱର୍ଥରେ ୨୦% କ୍ଷତି ହୋଇଛି ଚୀନ୍‍ର ଏଆଇ ଡେଭଲପର୍ ଡିପସିକ୍ ୨୪ ଘଣ୍ଟା ମଧ୍ୟରେ ବିଶ୍ୱର ଶୀର୍ଷ ଧନୀକମାନଙ୍କୁ ଦେଇଛି ତଗଡ଼ା ଝଟକା। ଡିପସିକ୍ (Deepseek) ଯୋଗୁଁ ସୋମବାର ଦିନ ଆମେରିକା ସମେତ ସାରାବିଶ୍ୱର ଷ୍ଟକ ବଜାରରେ ବ୍ୟାପକ ହ୍ରାସ ଦେଖିବାକୁ ମିଳିଥିଲା। ସବୁଠାରୁ ବଡ଼ ଝଟକା ଆମେରିକାର ଷ୍ଟକ ମାର୍କେଟକୁ ଲାଗିଛି। ଡିପସିକ୍ ପାଇଁ ସେୟାର…

Read More