Author: Purva Paksha

Top 10 Air Force In The World: ଗ୍ଲୋବାଲ ଫାୟାରପାୱାର ଇଣ୍ଡେକ୍ସ ୨୦୨୫ ରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାୟୁସେନାର ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଭାରତୀୟ ବାୟୁସେନା ଶୀର୍ଷ ଦେଶଗୁଡ଼ିକ ସହ ଦୃଢ଼ତାର ସହ ଛିଡ଼ା ହୋଇଛି। ଏହି ତାଲିକାରେ ଆମେରିକା ବାୟୁସେନା ସବୁଠାରୁ ଶକ୍ତିଶାଳୀ ବାୟୁସେନା ସ୍ଥାନରେ ନିଜର ସ୍ଥାନ ବଜାୟ ରଖିଛି। ବିଶ୍ୱର ଶ୍ରେଷ୍ଠ ୧୦ ଶକ୍ତିଶାଳୀ ବାୟୁସେନାର ତାଲିକା ପ୍ରକାଶ ପାଇଛି ସର୍ବବୃହତ୍‍ ବାୟୁସେନା ସହ ଆମେରିକା ଶୀର୍ଷରେ ଶ୍ରେଷ୍ଠ ୫ ଶକ୍ତିଶାଳୀ ବାୟୁସେନାରେ ମଧ୍ୟ ସ୍ଥାନ ପାଇଛି ଭାରତ ବିଶ୍ୱର ୧୦ ଶକ୍ତିଶାଳୀ ବାୟୁସେନାର ତାଲିକା ପ୍ରକାଶ ପାଇଛି। globalfirepower.com ନାମକ ୱେବସାଇଟ୍ ଏହାକୁ ପ୍ରକାଶ କରିଛି। ଗ୍ଲୋବାଲ ଫାୟାର ପାୱାର ସେହି ୱେବସାଇଟ୍ ଯାହା ବିଶ୍ୱର ସାମରିକ ଘଟଣାକ୍ରମ ଉପରେ ନଜର ରଖିଥାଏ। ନିକଟରେ ୱେବସାଇଟ୍‍ର ପ୍ରକାଶିତ ଏହି ରିପୋର୍ଟରେ ରାକିଂରେ ସାମିଲ ଥିବା ଦେଶଙ୍କ ପାଖରେ ଥିବା…

Read More