Author: Purva Paksha

Credit card: ଅଧିକାଂଶ ଲୋକ କ୍ରେଡିଟ୍ କାର୍ଡ ସହ ଜଡ଼ିତ କିଛି ଜିନିଷ ବିଷୟରେ ଜାଣନ୍ତି ନାହିଁ। ଏଭଳି ପରିସ୍ଥିତିରେ ଲୋକମାନେ ଅନେକ ଭୁଲ କରିଥାଆନ୍ତି, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କୁ କ୍ଷତି ପହଞ୍ଚାଇପାରେ। ଆଜି ଆମେ ଆପଣଙ୍କୁ କ୍ରେଡିଟ୍ କାର୍ଡ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ କହିବୁ। ଆଜିକାଲି କ୍ରେଡିଟ୍ କାର୍ଡର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି। ଅଧିକାଂଶ ଲୋକ ଟଙ୍କା କାରବାର କରିବା, ସପିଂ କରିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି। କ୍ରେଡିଟ୍ କାର୍ଡର ବ୍ୟବହାର ଦ୍ୱାରା ଲୋକମାନେ ରିହାତି, ରିୱାର୍ଡ ପଏଣ୍ଟ ଏବଂ ଅନେକ ଅଫରର ଲାଭ ପାଇଥାନ୍ତି, ଯେଉଁ କାରଣରୁ ଲୋକମାନେ କ୍ରେଡିଟ କାର୍ଡ ପ୍ରତି ଆକୃଷ୍ଟ ହୁଅନ୍ତି। ଏଭଳି ସ୍ଥିତିରେ ଯଦି ଆପଣ ମଧ୍ୟ କ୍ରେଡିଟ୍ କାର୍ଡ ବ୍ୟବହାରକାରୀ ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। କ୍ରେଡିଟ୍ କାର୍ଡ ବ୍ୟବହାର କରିବା ଲାଭଦାୟକ, କିନ୍ତୁ…

Read More