Author: Purva Paksha

Budget Session: ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା’ ଲକ୍ଷ୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶର ସମୃଦ୍ଧି ଓ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହି ବଜେଟ୍ ଅଧିବେଶନ ୨୦୪୭ ସୁଦ୍ଧା ବିକଶିତ ଭାରତର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ। ବଜେଟ୍ ଅଧିବେଶନ ପୂର୍ବରୁ ମା’ ଲକ୍ଷ୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ବଜେଟ୍ ୨୦୪୭ ସୁଦ୍ଧା ବିକଶିତ ଭାରତର ସଂକଳ୍ପପୂରଣ କରିବ। ତୃତୀୟ ପାଳିରେ ବ୍ୟାପକ ବିକାଶ ଦିଗରେ ମିଶନ ମୋଡରେ କାର୍ଯ୍ୟ କରାଯିବ। ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନର ହଂସ ଦ୍ୱାରରେ ସମ୍ବୋଧିତ କରିଥିଲେ। ବଜେଟ୍ ପୂର୍ବରୁ ମୁଁ ମା’ ଲକ୍ଷ୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ବୋଲି ସେ କହିଛନ୍ତି। ସେ ଏକ ସଂସ୍କୃତ ଶବ୍ଦ ମଧ୍ୟ ପାଠ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ମା’ ଲକ୍ଷ୍ମୀ ଆମକୁ…

Read More