Author: Purva Paksha

Budget 2025: ଟିକସ ବର୍ଗରେ ଆସୁଥିବା ଲୋକମାନେ ନିଜର ରୋଜଗାରର ଏକ ନିର୍ଦ୍ଦିଷ୍ଟ ଅଂଶ ଟିକସ ଆକାରରେ ଦେଇଥାନ୍ତି, କିନ୍ତୁ ଭାରତରେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ସରକାର ଟିକସ ଆଦାୟ କରନ୍ତି ନାହିଁ। ଜାଣନ୍ତୁ ଏହା କେଉଁ ରାଜ୍ୟ ଏବଂ କାହିଁକି ଭାରତ ସରକାର ସେହି ରାଜ୍ୟରୁ ଟିକସ ଆଦାୟ କରନ୍ତି ନାହିଁ। ପ୍ରତିବର୍ଷ କେନ୍ଦ୍ର ବଜେଟ୍‍ ସଦନରେ ଆଗତ ହେବା କାଳରେ  ସମସ୍ତଙ୍କ ନଜର ଆୟକର ଆଦି  ଉପରେ ରହିଥାଏ। ଶନିବାର କେନ୍ଦ୍ର ବଜେଟ୍ ଆସିବାକୁ ଯାଉଛି। ଏହା ଭିତରେ ସରକାର କର ହ୍ରାସ କରି ଜନସାଧାରଣଙ୍କୁ କିଛି ଆଶ୍ୱସ୍ତି ଦେବେ ବୋଲି ଆଶା କରାଯାଉଛି, କିନ୍ତୁ ପ୍ରତିବର୍ଷ ବଜେଟରେ ବଡ଼ ଘୋଷଣା ହେବା ଜରୁରୀ ନୁହେଁ।  କିନ୍ତୁ ଭାରତରେ ଏମିତି ଏକ ରାଜ୍ୟ ମଧ୍ୟ ଅଛି ଯେଉଁଠାରୁ ସରକାର କର ଆଦାୟ କରନ୍ତି ନାହିଁ । ଆପଣ ଠିକ୍ ଶୁଣିଲେ, ଦେଶରେ ଏମିତି ଗୋଟିଏ ରାଜ୍ୟ…

Read More