Author: Purva Paksha

Donald Trump Announces Tariff: ପ୍ରଥମ ଶୁଳ୍କରେ ଭାରତକୁ ବାହାରେ ରଖି, ଟ୍ରମ୍ପ ପୁଣିଥରେ ତାଙ୍କ ପ୍ରାଥମିକତା କ’ଣ ସେ ବିଷୟରେ ବାର୍ତ୍ତା ଦେଇଛନ୍ତି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ବନ୍ଧୁତା ବଜାୟ ରଖିବେ ବୋଲି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ବନ୍ଧୁତା ବଜାୟ ରଖିବେ ବୋଲି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଟ୍ରମ୍ପଙ୍କ ଦ୍ୱାରା ଘୋଷଣା କରାଯାଇଥିବା ପ୍ରଥମ ଟାରିଫ(ଶୁଳ୍କ)ରେ ଭାରତର ନାମ ନ ଥିବା ଏହାର ପ୍ରମାଣ। ଟ୍ରମ୍ପ ପ୍ରଶାସନ ମେକ୍ସିକୋ ଏବଂ କାନାଡା ଉପରେ ୨୫ ପ୍ରତିଶତ ଏବଂ ଚୀନ୍ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିଥିବାବେଳେ ଏହି ତାଲିକାରେ ଭାରତର ନାମ ନାହିଁ। ଏହି ତିନିଦେଶ ବିରୋଧରେ ଟାରିଫ୍ ଲାଗୁ କରିବାର କାରଣ ହେଉଛି ‘ଉଚ୍ଚ ବାଣିଜ୍ୟ ନିଅଣ୍ଟ’ ବୋଲି ଟ୍ରମ୍ପ୍ କହିଛନ୍ତି। ଫେବୃଆରୀ ୧ ତାରିଖରୁ କାର୍ଯ୍ୟକାରୀ ହୋଇଥିବା ଏହି…

Read More