Author: Purva Paksha

ICC Champion Trophy: ପ୍ରଶ୍ନ ହେଉଛି ଯେ, ବିଶ୍ୱର ବିଭିନ୍ନ ଦେଶର ଟିମ୍ କୌଣସି କ୍ରୀଡ଼ା ପ୍ରତିଯୋଗୀତାରେ ଭାଗ ନେବାକୁ ପାକିସ୍ତାନ ଆସିଥିବାବେଳେ ସେମାନଙ୍କୁ କିଏ ସୁରକ୍ଷା ଯୋଗାଇ ଦେଇଥାଏ। ଆସନ୍ତୁ ଜାଣିବା ଚମ୍ପିଆନ୍ସ ଟ୍ରଫିରେ ଭାଗ ନେଉଥିବା ଟିମଙ୍କୁ କିଏ ସୁରକ୍ଷା ଯୋଗାଇ ଦେଉଛି। ପାକିସ୍ତାନ ଏଥର ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରୁଛି। ପାକିସ୍ତାନରେ ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହେବାକୁ ଆଉମାତ୍ର ୧୭ ଦିନ ବାକି ଅଛି। କିନ୍ତୁ ପ୍ରଶ୍ନ ହେଉଛି ଯେ, ବିଶ୍ୱର ବିଭିନ୍ନ ଦେଶର ଟିମ୍ କୌଣସି କ୍ରୀଡ଼ା ପ୍ରତିଯୋଗୀତାରେ ଭାଗ ନେବାକୁ ପାକିସ୍ତାନ ଆସିଥିବାବେଳେ ସେମାନଙ୍କୁ କିଏ ସୁରକ୍ଷା ଯୋଗାଇ ଦେଇଥାଏ। ଆସନ୍ତୁ ଜାଣିବା ଚମ୍ପିଆନ୍ସ ଟ୍ରଫିରେ ଭାଗ ନେଉଥିବା ଟିମଙ୍କୁ କିଏ ସୁରକ୍ଷା ଯୋଗାଇ ଦେଉଛି। କାରଣ ଆତଙ୍କର ଏନ୍ତୁଡ଼ିଶାଳ ପାକିସ୍ତାନରେ ଆଗରୁ ବି ଶ୍ରୀଲଙ୍କା କ୍ରିକେଟ୍ ଟିମର ବସ ଉପରେ ଦିନ ଦି’ପହରେ ଆକ୍ରମଣ ହୋଇଛି। ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି…

Read More