Author: Purva Paksha

Car financial planning: କାର୍ କିଣିବା ସମସ୍ତଙ୍କ ପାଇଁ ସ୍ୱପ୍ନ ଭଳି। ଯଦି ଆପଣ ଆଗାମୀ ୧୦ ବର୍ଷ ମଧ୍ୟରେ କାର୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆଜିଠାରୁ ସଠିକ୍ ନିଷ୍ପତ୍ତି ନେବାକୁ ପଡ଼ିବ। ଯଦି ଆପଣ ଆଗାମୀ ୧୦ ବର୍ଷ ମଧ୍ୟରେ  କାର କିଣିବାକୁ ଚାହୁଁଛନ୍ତି କି? ତେବେ ଏଥିପାଇଁ ଉପଯୁକ୍ତ ଯୋଜନା ଏବଂ ନିବେଶ ରଣନୀତି ଆବଶ୍ୟକ। ଆଜି  ଆମେ ଆପଣଙ୍କୁ କିଛି ଟିପ୍ସ ଦେବାକୁ ଯାଉଛୁ। ଯାହାକୁ ଅନୁସରଣ କରିବାଦ୍ୱାରା ଆପଣ ଆଗାମୀ ୧୦ ବର୍ଷ ମଧ୍ୟରେ ଆପଣଙ୍କର ନିଜସ୍ୱ ଗାଡ଼ି ସହଜରେ କିଣି ପାରିବେ। ୧. ଗାଡ଼ିର ମୂଲ୍ୟ ଆକଳନ କରନ୍ତୁ ପ୍ରଥମେ, ଆପଣ କେଉଁ ପ୍ରକାରର ଗାଡ଼ି କିଣିବାକୁ ଚାହୁଁଛନ୍ତି ତାହା ସ୍ଥିର କରନ୍ତୁ ଏବଂ ଏହାର ମୂଲ୍ୟ ଆକଳନ କରନ୍ତୁ। ଯଦି ଆପଣ ଆଜି ଏକ ଗାଡ଼ି ପସନ୍ଦ କରନ୍ତି, ତେବେ ଏହାର ମୂଲ୍ୟ ଦେଖନ୍ତୁ ଏବଂ ଆଗାମୀ ୧୦ ବର୍ଷ ମଧ୍ୟରେ…

Read More