Author: Purva Paksha

Why Stock Market is falling: ପ୍ରାରମ୍ଭିକ କାରବାରରେ ବିଏସ୍ଇ ସେନ୍ସେକ୍ସ ୬୯୫ ପଏଣ୍ଟ ବା ୦.୯୧% ହ୍ରାସ ପାଇ ୭୬,୮୧୨ ପଏଣ୍ଟରେ ପହଞ୍ଚିଥିବାବେଳେ ନିଫ୍ଟି ୫୦ ସୂଚକାଙ୍କ ୨୧୧ ପଏଣ୍ଟ ବା ୦.୯୦% ହ୍ରାସ ପାଇ ୨୩,୨୭୧ ପଏଣ୍ଟରେ ପହଞ୍ଚିଛି। ଏହି ହ୍ରାସ ଫଳରେ ବିଏସଇରେ ତାଲିକାଭୁକ୍ତ ସମସ୍ତ କମ୍ପାନୀର ମାର୍କେଟ କ୍ୟାପ ୪.୬୩ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୪୧୯.୨୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆଜି ଷ୍ଟକ୍‍ ବଜାରରେ ତୀବ୍ର ହ୍ରାସ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଓ ଚୀନ୍ ଉପରେ ଶୁଳ୍କ ଲାଗୁ କରିଛନ୍ତି। ଏହାପରେ ବଢ଼ୁଥିବା ବାଣିଜ୍ୟ ଯୁଦ୍ଧକୁ ନେଇ ଆଶଙ୍କା ଯୋଗୁଁ ଏସୀୟ ବଜାରରେ ହ୍ରାସ ଘଟିଛି। ଏହାର ପ୍ରଭାବ ସେନସେକ୍ସ ଓ ନିଫ୍ଟି ଉପରେ ମଧ୍ୟ ପଡ଼ିଛି। ପ୍ରାରମ୍ଭିକ କାରବାରରେ ବିଏସ୍ଇ ସେନ୍ସେକ୍ସ ୬୯୫ ପଏଣ୍ଟ ବା ୦.୯୧% ହ୍ରାସ ପାଇ ୭୬,୮୧୨ ପଏଣ୍ଟରେ…

Read More