Author: Purva Paksha

AI Prediction on Solar Storms: ସୌରମଣ୍ଡଳର ପୂର୍ବାନୁମାନ କରିବାରେ ଏଆଇ ମଣିଷକୁ ପଛରେ ପକାଇପାରେ। ଇଟାଲୀର ଜେନୋଆ ବିଶ୍ୱବିଦ୍ୟାଳୟର ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଐତିହାସିକ ମହାକାଶ ଘଟଣା ଉପରେ ପ୍ରଶିକ୍ଷଣ ଦିଆଯାଏ ତେବେ ଏହା ଭଲ ଭବିଷ୍ୟବାଣୀ କରିପାରିବ ଏବଂ ଏହାର ଢାଞ୍ଚାକୁ ମଧ୍ୟ ବୁଝିପାରିବ। ବୈଜ୍ଞାନିକମାନେ କାହିଁକି ମହାକାଶ ଘଟଣା ସମ୍ପର୍କରେ ପୂର୍ବାନୁମାନରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି ତାହାର ଉତ୍ତର ମଧ୍ୟ ଏହି ଗବେଷଣାରୁ ମିଳିଥାଏ। କୃତ୍ରିମ ବୁଦ୍ଧିମତା ମଣିଷକୁ ଅନେକ କ୍ଷେତ୍ରରେ ପଛରେ ପକାଇପାରେ। ଏହାର ଏକ ସାମ୍ପ୍ରତିକ ଉଦାହରଣ ଗୋଟିଏ ଗବେଷଣାରୁ ଜଣାପଡ଼ିଛି। ଇଟାଲୀର ଜେନୋଆ ବିଶ୍ୱବିଦ୍ୟାଳୟଦ୍ୱାରା କରାଯାଇଥିବା ଗବେଷଣାରେ ଦାବି କରାଯାଇଛି ଯେ, କୃତ୍ରିମ ବୁଦ୍ଧିମତା ଗତବର୍ଷର ସୌର ଝଡ଼ର ପୂର୍ବାନୁମାନ କରିପାରିଥାନ୍ତା। ଯଦି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇକୁ ମହାକାଶରେ ସଂଗଠିତ  ଘଟଣାବଳୀ ଉପରେ ତାଲିମ ଦିଆଯାଏ, ତେବେ ଏହା ଭଲ ଭବିଷ୍ୟବାଣୀ କରିବା ସହିତ ସେମାନଙ୍କର ଢାଞ୍ଚା…

Read More