Author: Purva Paksha

ଡ. ସମନ୍ୱୟ ନନ୍ଦ କିଛିଦିନ ତଳେ ବିଶ୍ୱ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ଘଟିଥିଲା । ତାଙ୍କର ପରଲୋକ ଘଟିବା ପରେ ତାଙ୍କର ଏକ ପୁରୁଣା ସାକ୍ଷାତ୍‍କାରର ଏକ ଛୋଟ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ସେ ତାଙ୍କର ଏକ ପୁରୁଣା ପ୍ରସଙ୍ଗ ଅର୍ଥାତ୍‍ ତାଙ୍କର ଜନ୍ମ ସମୟର ଏକ ଘଟଣା ବିଷୟରେ ଉଲ୍ଲେଖ କରିଥିଲେ। ଜାକିର ହୁସେନଙ୍କ ପିତା ମଧ୍ୟ ତବଲା ବାଦକ ଥିଲେ ଓ ତାଙ୍କର ନାମ ଆଲ୍ଲା ରଖା ଥିଲା। ଏହି କ୍ଲିପରେ ଜାକିର ହୁସେନ ତାଙ୍କର ପୁରୁଣା କଥା ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଜନ୍ମ ଗ୍ରହଣ କରିବା ପରେ ମୋତେ ଘରକୁ ଅଣାଗଲା ଓ ମୋତେ ମୋ ପିତାଙ୍କ କୋଳରେ ରଖି ଦିଆଗଲା। ନବଜାତ ଶିଶୁର କାନରେ ଇସ୍‍ଲାମୀ ପ୍ରାର୍ଥନା ପଢ଼ାଯାଇ ତାକୁ ସ୍ୱାଗତ କରାଯିବା ଓ…

Read More