Author: Purva Paksha

An Autobiography: ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଆତ୍ମଜୀବନୀ ‘ମୋ କାହାଣୀ’ରେ ମୋଗଲ ସମ୍ରାଟ୍‍ ଫରୁଖସିୟାରଙ୍କ ନିମନ୍ତ୍ରଣକ୍ରମେ କାଶ୍ମୀରରୁ ଦିଲ୍ଲୀ ଆସିଥିବା ତାଙ୍କ କାଶ୍ମୀର ପୂର୍ବପୁରୁଷଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ନେହେରୁ ପରିବାରର ଉପନାମ ମୂଳତଃ କୌଲ ଥିଲା, ଯାହା ପରବର୍ତ୍ତୀ ସମୟରେ ନେହେରୁରେ ପରିଣତ ହୋଇଥିଲା। ରାହୁଲଙ୍କ ବୈଦେଶିକ ନୀତିକୁ ନେଇ ବୟାନ ପରେ ଗାନ୍ଧୀ ନେହେରୁ ପରିବାରର ଇତିହାସ ପୁଣି ଚର୍ଚ୍ଚା ଭିତରେ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ସିଆଇଏ ଅଧିକାରୀଙ୍କ ଲିଖିତ ପୁସ୍ତକ ପଢ଼ିବାକୁ ପରାମର୍ଶ ଦେଇ ମାହୋଲକୁ ଅଧିକ ଉଷ୍ମ କରିଦେଇଛନ୍ତି। ଏହାରି ଭିତରେ ଆପଣଙ୍କ ମନକୁ ମଧ୍ୟ ପ୍ରଶ୍ନ ଆସୁଥିବ ଯେ, ନେହେରୁ ପରିବାରର ଇତିହାସ କ’ଣ? କେମିତି ଏହି ପରିବାର ସ୍ୱାଧିନତ୍ତୋର ଭାରତର ପ୍ରଥମ ରାଜନୈତିକ ପରିବାର ପାଲଟିଥିଲା? ଆସନ୍ତୁ ଇତିହାସର ପୃଷ୍ଠା ଓଲଟାଇବା ଓ ଜାଣିବାକୁ ଚେଷ୍ଟାକରିବା କ’ଣ ଥିଲା ନେହେରୁ ପରିବାରର ଇତିହାସ। ସ୍ୱାଧୀନ ଭାରତର…

Read More