Antyodaya Gruha Yojana: ପିଏମ୍ ଆବାସ ଭଳି ଅନ୍ତ୍ୟୋଦୟ ଯୋଜନାରେ ଘର ନିର୍ମାଣ ହେବ । ଅନ୍ତ୍ୟୋଦୟ ଯୋଜନାରେ ଘର ନିର୍ମାଣ ଲାଗି ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା । ଯୋଜନାରେ ଅନୁନ୍ୟ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ଆସନ୍ତା ୩ ବର୍ଷରେ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡ଼ୁଥିବା ଯୋଗ୍ୟ ଲୋକଙ୍କୁ ମିଳିବ ପକ୍କା ଘର। କୌଣସି କାରଣରୁ ପିଏମ୍ ଆବାସରୁ ବଞ୍ଚିତ ହେଉଥିବା ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବେ ରାଜ୍ୟ ସରକାର । ଏ ନେଇ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଘର ନଥିବା ଲୋକଙ୍କୁ ରାଜ୍ୟ ସରକାର ଅନ୍ତ୍ୟୋଦୟ ଯୋଜନାରେ ପକ୍କା ଘର ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପିଏମ୍ ଆବାସ ଭଳି ଅନ୍ତ୍ୟୋଦୟ ଯୋଜନାରେ ଘର ନିର୍ମାଣ ହେବ । ଅନ୍ତ୍ୟୋଦୟ ଯୋଜନାରେ ଘର ନିର୍ମାଣ ଲାଗି ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା । ଯୋଜନାରେ ଅନୁନ୍ୟ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ଆସନ୍ତା ୩ ବର୍ଷରେ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଗୁଆ ଘର ସାରିଲେ ବୋନସ ମିଳୁଛି, ଅନ୍ତ୍ୟୋଦୟରେ ବି ମିଳିବ । ୪ ମାସ ମଧ୍ୟରେ ଘର କାର୍ଯ୍ୟ ସରିଲେ ୨୦ ହଜାର, ୬ ମାସରେ ଘର କଲେ ୧୦ ହଜାର ଟଙ୍କା ବୋନସ ଦେବେ ସରକାର।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଏମ୍ ଆବାସ ଭଳି ଅନ୍ତ୍ୟୋଦୟ ଯୋଜନାରେ ଘର ନିର୍ମାଣ ହେବ । ଅନ୍ତ୍ୟୋଦୟ ଯୋଜନାରେ ଘର ନିର୍ମାଣ ଲାଗି ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା । ଯୋଜନାରେ ଅନୁନ୍ୟ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ଆସନ୍ତା ୩ ବର୍ଷରେ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଗୁଆ ଘର ସାରିଲେ ବୋନସ ମିଳୁଛି, ଅନ୍ତ୍ୟୋଦୟରେ ବି ମିଳିବ । ୪ ମାସ ମଧ୍ୟରେ ଘର କାର୍ଯ୍ୟ ସରିଲେ ୨୦ ହଜାର, ୬ ମାସରେ ଘର କଲେ ୧୦ ହଜାର ଟଙ୍କା ବୋନସ ଦେବେ ସରକାର ।
ଠିକ୍ ସେହିପରି ଅନ୍ତ୍ୟୋଦୟ ଯୋଜନାରେ ପରିବାରରେ ସଂଜ୍ଞାକୁ ସରଳୀକରଣ କରାଯାଇଛି । ଯେଉଁଥିରେ ପରିବାର ଅର୍ଥ ସ୍ଵାମୀ, ସ୍ତ୍ରୀ ଓ ନିର୍ଭରଶୀଳ ପିତାମାତା ଓ ସନ୍ତାନ । ଏହା ଦ୍ଵାରା ସୃଷ୍ଟି ହେଉଥିବା ନୂଆ ପରିବାର ଯୋଜନାରେ ଉପକୃତ ହେବେ । ଅନ୍ତ୍ୟୋଦୟ ପାଇଁ ୭ ହଜାର ୫୫୦ କୋଟି ଟଙ୍କା ବ୍ୟୟବରାଦ କରାଯିବ ।
ବେଟି ବଚାଓ ବେଟି ପଢ଼ାଓ: କିଶୋରୀମାନଙ୍କ ପାଇଁ ଓଡ଼ିଶା କାର୍ଯ୍ୟକାରୀ କଲା ବିଭିନ୍ନ ଯୋଜନା