State
ରାଜନୀତିର ଅପରାଧୀକରଣ ପ୍ରସଙ୍ଗରେ, ଯାହା ଓଡ଼ିଶା ରାଜନୀତିର ମୂଳଦୁଆକୁ ହଲାଇ ଦେଇଛି। ପ୍ରଶ୍ନ ଉଠୁଛି—ରାଜନୀତିରେ ଅପରାଧୀକରଣ କାହାକୁ କୁହାଯାଏ? ଏହା କେବଳ କାଗଜପତ୍ରର କଥା, ନା ରାଜନୈତିକ ଦଳମାନଙ୍କର ଦୋମୁହାଁ ନୀତିର ଏକ…
୨୦୨୪ ମସିହା… ଓଡ଼ିଶା ରାଜନୀତି ପାଇଁ ଏକ ଅଭୂତପୂର୍ବ ଏବଂ ଐତିହାସିକ ବର୍ଷ…
Residents of Kotia unable to place their trust in Odisha II ଓଡ଼ିଶା ଉପରେ ଭରସା କରିପାରୁନାହାନ୍ତି କୋଟିଆବାସୀ
ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ କୋଟିଆ ବିବାଦ କାହାକୁ ଅଜଣା ନାହିଁ। ଦୀର୍ଘ…
ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ର ଭୂମିକାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଥିବାବେଳେ…
BJD stages massive protest outside Odisha Secretariat ।। ରାଜଧାନୀରେ ବିଜେଡିର ଗର୍ଜନ: ଲୋକସେବା ଭବନ ଘେରାଉ ଉଦ୍ୟମବେଳେ ପୋଲିସ ସହ ଧସ୍ତାଧସ୍ତି
ଫକୀରମୋହନ ସେନାପତି କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ବିଜେଡି ରଣହୁଙ୍କାର ଦେଇଛି। ଶତାଧିକ କର୍ମୀ ଲୋକସେବା ଭବନ ଘେରାଉ…
ଛଅ ମାସରେ ତିନି ଜଣଙ୍କ ମୃତ୍ୟୁ । ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ କଲେଜର ଜଣେ ୨୦ ବର୍ଷୀୟା ଛାତ୍ରୀଙ୍କ…
Odisha government asks university, colleges to comply with IC norms within 24 hours ।। ୨୪ ଘଣ୍ଟା ମଧ୍ୟରେ ବିଶ୍ୱବିଦ୍ୟାଳୟ, କଲେଜଗୁଡ଼ିକୁ ଆଇସି ମାନଦଣ୍ଡ ପାଳନ କରିବାକୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ
ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ କାର୍ଯ୍ୟସ୍ଥଳରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ ଆଇନ, ୨୦୧୩ ଅନୁଯାୟୀ ଆଭ୍ୟନ୍ତରୀଣ…
ବାଲେଶ୍ୱରର ଫକୀରମୋହନ ସ୍ୱୟଂଶାସିତ କଲେଜର ଜଣେ ୨୦ବର୍ଷୀୟା ଛାତ୍ରୀ, ଯିଏ ଜଣେ ବରିଷ୍ଠ ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ…
ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ‘ଗମ୍ଭୀର ଯନ୍ତ୍ରଣାଦାୟକ ଏବଂ ବିଚଳିତକାରୀ’ ବୋଲି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ…
Just In

