Author: Samir Rout

hydrogen fuel-run train engine: ଭାରତୀୟ ରେଳବାଇ ଦ୍ୱାରା ବିକଶିତ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ ଇଞ୍ଜିନରେ ବିଶ୍ୱର ସର୍ବାଧିକ ହର୍ସପାୱାର ରହିଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଖୁବଶୀଘ୍ର ଆରମ୍ଭ ହେବ ପରୀକ୍ଷଣ… ଇଞ୍ଜିନ୍ ଉତ୍ପାଦନ ଶେଷ ହୋଇଛି, ବର୍ତ୍ତମାନ ଏହାର ସିଷ୍ଟମ୍ ଇଣ୍ଟିଗ୍ରେସନ୍ ଚାଲିଛି ହାଇଡ୍ରୋଜେନ୍ ଇନ୍ଧନ ଟ୍ରେନ୍ ସେଟ୍ ସବୁଜ ପରିବହନ ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରିବାରେ ଯଥେଷ୍ଟ ଲାଭ ପ୍ରଦାନ କରିବ, ସ୍ୱଚ୍ଛ ଶକ୍ତି ମାଧ୍ୟମରେ ଶୂନ୍ୟ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରେଳ ମନ୍ତ୍ରଣାଳୟ ୩୫ଟି ହାଇଡ୍ରୋଜେନ ସେଲ ଚାଳିତ ଟ୍ରେନର ବିକାଶ ପାଇଁ ୨୮୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛି। ବିଶ୍ୱର ମାତ୍ର ୪ଟି ଦେଶ ଏଭଳି ହାଇଡ୍ରୋଜେନ ଇଞ୍ଜିନ୍ ତିଆରି କରୁଛନ୍ତି। ମାତ୍ର ଭାରତ ନିର୍ମାଣ କରିଥିବା ଇଞ୍ଜିନ ସବୁଠୁ ଶକ୍ତିଶାଳୀ।  ଅନ୍ୟଦେଶମାନେ ନିର୍ମାଣ କରୁଥିବା ଇଞ୍ଜିନ ୫୦୦ରୁ…

Read More