Author: NAZMEEN PARWEEN

ଓଡ଼ିଶା ରାଜନୀତିର ମାନଚିତ୍ରରେ ଏବେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳୁଛି। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନିରଙ୍କୁଶ ଶାସନ କରିଥିଲା ବିଜୁ ଜନତା ଦଳ (ବିଜେଡି)। ଏବେ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଥିବା ପରି ମନେହେଉଛି। ଜାତୀୟ ରାଜନୀତିରେ ନିକଟରେ ଘଟିଥିବା ‘ରାଘବ ଇଫେକ୍ଟ’ ଏବେ ଏହି ଆଞ୍ଚଳିକ ଦଳର ନିଦ ହଜାଇ ଦେଇଛି। ବିଶେଷ କରି ଓଡ଼ିଶାରେ ବିଜେଡି ନେତୃତ୍ୱ ଏବେ ଏହି ଝଟକାରେ ସବୁଠାରୁ ଅଧିକ ବିଚଳିତ ହୋଇପଡ଼ିଥିବା ଚର୍ଚ୍ଚା ଜୋର ଧରିଛି। ଏହି ପରିପ୍ରେକ୍ଷିରେ ଓଡ଼ିଶାର ପ୍ରମୁଖ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଓ ତାହାର ସର୍ବଶକ୍ତିମାନ ନେତୃତ୍ୱ ନବୀନ ପଟ୍ଟନାୟକଙ୍କ ଆଗରେ ଆସିଥିବା ନୂଆ ଚ୍ୟାଲେଞ୍ଜ ସ୍ପଷ୍ଟ ହେଉଛି। କ’ଣ ରହିଛି ସେ ନୂଆ ଚ୍ୟାଲେଞ୍ଜ ତାକୁ ଆଜି ଆମେ ଆଲୋଚନା କରିବା:- • କାହିଁକି ବିଜେଡିର ୪ ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ିବାକୁ…

Read More