Author: NAZMEEN PARWEEN

ପଶ୍ଚିମବଙ୍ଗରେ ଏବେ ଯେଉଁ ପରିସ୍ଥିତି ଦେଖାଯାଉଛି… ସେଥିପାଇଁ କେବଳ ବଙ୍ଗ ସରକାର ନୁହେଁ, ସମଗ୍ର ପୂର୍ବ ଭାରତର ରାଜ୍ୟମାନେ ସତର୍କ ହେବାର ସମୟ ଆସିଗଲାଣି। ବିଶେଷ କରି ଓଡ଼ିଶା ସରକାରଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି। କାରଣ ଯେତେବେଳେ ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ଉପରେ ଚାପ ବଢ଼ିବ… ସେତେବେଳେ ସେମାନେ ନୂଆ ଆଶ୍ରୟସ୍ଥଳ ଖୋଜିବେ। ଏବଂ ସବୁଠାରୁ ସହଜ ଲକ୍ଷ୍ୟ ହୋଇପାରେ ଓଡ଼ିଶା। ବର୍ଷରୁ ବର୍ଷ ଧରି ଭାରତର ପୂର୍ବ ସୀମା ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶ ଏକ ଗମ୍ଭୀର ଜାତୀୟ ସମସ୍ୟା ଭାବରେ ଚର୍ଚ୍ଚାରେ ରହିଆସିଛି। ଆସାମ, ତ୍ରିପୁରା, ପଶ୍ଚିମବଙ୍ଗ ପରେ ଏବେ ଏହାର ପ୍ରଭାବ ଧୀରେ ଧୀରେ ଓଡ଼ିଶା ପର୍ଯ୍ୟନ୍ତ ପହଞ୍ଚୁଥିବା ଅଭିଯୋଗ ଉଠୁଛି। କିଛି ବର୍ଷ ପୂର୍ବରୁ ଯେଉଁ ଅନୁପ୍ରବେଶ ସୀମା ଜିଲ୍ଲାରେ ସୀମିତ ଥିଲା… ଆଜି ସେହି ଅନୁପ୍ରବେଶ ଦେଶର ଭିତର ଅଞ୍ଚଳକୁ ପ୍ରବେଶ କରୁଥିବା ଆଶଙ୍କା ସୃଷ୍ଟି କରୁଛି। ନିର୍ମାଣ କାମ, ମାଛ…

Read More