Author: NAZMEEN PARWEEN

ସତରେ କ’ଣ ଓଡ଼ିଶା ବିଜେପି ନେତା ସୁଧୁରିବେ? ଦଳ ଭିତର ଅସନ୍ତୋଷକୁ ନେଇ ବଢ଼ୁଛି ଚର୍ଚ୍ଚା ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଥିବା ଭାରତୀୟ ଜନତା ପାର୍ଟି (BJP) ଏବେ ନିଜ ଦଳ ଭିତରର ସମସ୍ୟାକୁ ନେଇ ଚର୍ଚ୍ଚାରେ ରହିଛି। ରାଜ୍ୟ ବିଜେପି ଭିତରେ ସମନ୍ୱୟ ଅଭାବ, ଗୋଷ୍ଠୀ କନ୍ଦଳ ଓ ନେତାମାନଙ୍କ ମଧ୍ୟରେ ଅସନ୍ତୋଷକୁ ନେଇ କେବଳ ଭୁବନେଶ୍ୱରର ରାଜନୀତିକ କରିଡୋର୍‌ରେ ନୁହେଁ, ଦିଲ୍ଲୀ ହାଇକମାଣ୍ଡ ମଧ୍ୟରେ ମଧ୍ୟ ଆଲୋଚନା ବଢ଼ିଥିବା କୁହାଯାଉଛି। ରାଜନୀତିକ ମହଳରେ ଏବେ ପ୍ରଶ୍ନ ଉଠୁଛି— କାହିଁକି ବାରମ୍ବାର କେନ୍ଦ୍ରୀୟ ନେତାମାନଙ୍କୁ ଓଡ଼ିଶା ଆସି ରାଜ୍ୟ ବିଜେପି ନେତାଙ୍କୁ “ମାର୍ଗଦର୍ଶନ” କରିବାକୁ ପଡ଼ୁଛି? କାହିଁକି ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ରାଜ୍ୟ କାର୍ଯ୍ୟାଳୟକୁ ଯାଇ ମନ୍ତ୍ରୀ ଓ ବିଧାୟକଙ୍କ ସହ ବିଶେଷ ବୈଠକ କରିବାକୁ ପଡ଼ିଲା? ଏବଂ ସରକାର ଗଠନର ପ୍ରାୟ ଦୁଇ ବର୍ଷ ପରେ ମଧ୍ୟ ଦଳ ଭିତରେ ଅସନ୍ତୋଷ କାହିଁକି ଶାନ୍ତ…

Read More