Author: NAZMEEN PARWEEN

ଓଡ଼ିଶା ରାଜନୀତିରେ ବିଜେଡି ଭିତରେ ଚାଲିଥିବା ସୁଜାତା କାର୍ତ୍ତିକେୟନଙ୍କୁ ନେଇ ହାଇ-ପ୍ରୋଫାଇଲ୍ ଡ୍ରାମାରେ ଏବେ ଏକ ବଡ଼ ଟ୍ୱିଷ୍ଟ ଆସିଛି। ଗତ କିଛିଦିନ ଧରି ଯେଉଁ ‘ଆମଦାନୀ ନେତା’ ଏବଂ କିଛି ହାତଗଣତା ଗୋଷ୍ଠୀ ସୁଜାତାଙ୍କ ବିଜେଡି ଏଣ୍ଟ୍ରି ପାଇଁ ଗଣମାଧ୍ୟମରେ ପ୍ରାୟୋଜିତ କ୍ୟାମ୍ପେନ୍ ଚଲାଉଥିଲେ, ତାହା ଉପରେ ଏବେ ଖୋଦ୍ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବ୍ରେକ୍ ଲଗାଇ ଦେଲେ। ରିପୋର୍ଟ ଅନୁଯାୟୀ, ନବୀନ ନିବାସରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଏଥର କୌଣସି ବାବୁରାଜ ନୁହେଁ, ବରଂ ତୃଣମୂଳ ସ୍ତରର ପରାଜିତ ନେତା ଏବଂ ବରିଷ୍ଠ କର୍ମୀଙ୍କ ଗୁହାରି ଶୁଣିଛନ୍ତି ନବୀନ। ନେତାମାନଙ୍କ ମନରେ ଥିବା ଅସନ୍ତୋଷ ଏବଂ ବ୍ୟୁରୋକ୍ରାସି ବା ଅଫିସରରାଜକୁ ନେଇ ସୃଷ୍ଟି ହୋଇଥିବା ରାଗକୁ ନବୀନ ବହୁତ ପାଖରୁ ଅନୁଭବ କରିଛନ୍ତି। ଶେଷରେ ସୁଜାତାଙ୍କ ଦଳରେ ସାମିଲ ହେବା ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ନବୀନ ଦେଇଛନ୍ତି ଏକ ବଡ଼ ପ୍ରତିଶ୍ରୁତି। ସେ…

Read More