Author: NAZMEEN PARWEEN

ଓଡ଼ିଶା ରାଜନୀତିରେ ଯେତେବେଳେ କୌଣସି ବଡ଼ ଧରଣର ହଲଚଲ ହୁଏ, ସେତେବେଳେ ତାର ଚେର କେଉଁଠି ନା କେଉଁଠି ଦିଲ୍ଲୀ ଦରବାର ସହିତ ଯୋଡ଼ି ହୋଇଥାଏ। ଆଜି ଆମେ ସେମିତି ଏକ ବଡ଼ ରାଜନୈତିକ ଘଟଣାକ୍ରମ ଉପରୁ ପରଦା ହଟାଇବା, ଯାହା ଶାସକ ଦଳ ବିଜେପି ଭିତରେ ଚାଲିଥିବା ଖଟା-ମିଠା ସମ୍ପର୍କ ଏବଂ ରାଜ୍ୟ ରାଜନୀତିର ଭବିଷ୍ୟତ ଆଡ଼କୁ ଇସାରା କରୁଛି। ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟିକୁ ନିଶ୍ଚୟ ଦେଖିଥିବେ। ବିଜେଡିର ପୂର୍ବତନ ସାଂସଦ ଦେବାଶୀଷ ସାମନ୍ତରାୟ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। କିନ୍ତୁ ଏହି ମିଶ୍ରଣ ପର୍ବ କେବଳ ଜଣେ ନେତାଙ୍କ ଦଳ ବଦଳ ନୁହେଁ, ବରଂ ଏହା ପଛରେ ରହିଛି ବିଜେପି କେନ୍ଦ୍ରୀୟ ନେତୃତ୍ୱର ଏକ ବଡ଼ ଗେମ୍ ପ୍ଲାନ୍ ଏବଂ ତାଗିଦ୍‌ର ସାଇଡ୍ ଇଫେକ୍ଟ। ଆଜି ଆମେ ଆଲୋଚନା କରିବା କେମିତି ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗୋଟିଏ…

Read More