Author: NAZMEEN PARWEEN

ଦେବାଶିଷଙ୍କ ଦଳବଦଳ ପରେ ବିଜେଡିରେ ନିରବତା, ବଢ଼ୁଛି ଅନ୍ତର୍ଦ୍ୱନ୍ଦ୍ୱ ଚର୍ଚ୍ଚା ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିଜେପିରେ ଯୋଗଦାନ ପରେ ରାଜ୍ୟର ରାଜନୀତି ଉତ୍ତପ୍ତ ହୋଇଉଠିଛି। ବିଶେଷକରି ବିଜେଡିର ବରିଷ୍ଠ ନେତାମାନଙ୍କ ନିରବତାକୁ ନେଇ ଏବେ ରାଜନୈତିକ ମହଳରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଦେବାଶିଷ ସାମନ୍ତରାୟଙ୍କ ଦଳବଦଳ କେବଳ ଜଣେ ନେତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ନୁହେଁ, ବରଂ ବିଜେଡି ଭିତରେ ବଢ଼ୁଥିବା ଅସନ୍ତୋଷର ସଙ୍କେତ ହୋଇପାରେ। ରାଜ୍ୟସଭାରୁ ଇସ୍ତଫା ପରେ ସିଧା ବିଜେପିରେ ଯୋଗଦାନ ଦେବାଶିଷ ସାମନ୍ତରାୟ ପ୍ରଥମେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ପରେ ସେ ରାଜ୍ୟସଭା ସାଂସଦ ପଦ ମଧ୍ୟ ଛାଡ଼ି ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ପଦ୍ମ ଶିବିରରେ ସାମିଲ ହୋଇଥିଲେ। ତାଙ୍କ ଯୋଗଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି…

Read More