Author: NAZMEEN PARWEEN

ଭାରତୀୟ ରାଜନୀତିରେ ଆଜିକାଲି ପ୍ରତିବାଦ, ବିକ୍ଷୋଭ ଏବଂ ରାସ୍ତାକୁ ଓହ୍ଲାଇବା ଏକ ସାଧାରଣ କଥା ହୋଇଗଲାଣି। ନେତାମାନେ ଜନସାଧାରଣଙ୍କ ସମସ୍ୟାକୁ ନେଇ, ନିଜର ଦାବିକୁ ନେଇ ରାଜରାସ୍ତାରେ ନାରାବାଜି କରନ୍ତି, ଶୋଭାଯାତ୍ରା ବାହାର କରନ୍ତି। ଏହା ଗଣତନ୍ତ୍ରର ଏକ ଅଂଶ ମଧ୍ୟ। ହେଲେ, ଯେତେବେଳେ ଏହି ପ୍ରତିବାଦଗୁଡ଼ିକ ଦେଶର ସର୍ବୋଚ୍ଚ ଅଦାଲତ ବା ସୁପ୍ରିମକୋର୍ଟଙ୍କ ଦ୍ୱାର ପର୍ଯ୍ୟନ୍ତ ପହଞ୍ଚିଯାଏ ଏବଂ ତାକୁ ନେଇ ସର୍ବୋଚ୍ଚ ଅଦାଲତ ନିଜେ କଡ଼ା ଆଭିମୁଖ୍ୟ ଗ୍ରହଣ କରନ୍ତି, ସେତେବେଳେ ତାହା କେବଳ ଏକ ସାଧାରଣ ଖବର ହୋଇ ରହେ ନାହିଁ; ବରଂ ଏହା ଦେଶର ସମ୍ବିଧାନ, ଆଇନ ଏବଂ ଗଣତନ୍ତ୍ରର ମର୍ଯ୍ୟାଦା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରେ।  ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ‘ଇଣ୍ଡିଆ’ ବ୍ଲକର ନେତାମାନେ ଗତ ଅକ୍ଟୋବର ୧୨ ତାରିଖରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ବିଶାଳ ମାର୍ଚ୍ଚ ବା ଶୋଭାଯାତ୍ରା କରିଥିଲେ। ଆଉ ଏବେ, ଏହି…

Read More