Author: NAZMEEN PARWEEN

ଗୋଟିଏ ନୂଆ ସରକାର ଗଠନ ହେବା ପରେ ଜନସାଧାରଣ ସବୁଠାରୁ ଅଧିକ କଣ ଆଶା କରନ୍ତି? ଉତ୍ତର ହେଉଛି – ଏକ ସ୍ୱଚ୍ଛ, ଦୃଢ଼ ଏବଂ ନିର୍ଭୀକ ପ୍ରଶାସନ, ଯେଉଁଠି ଆଇନର ଶାସନ ଚାଲିବ, କୌଣସି ଅଫିସରଙ୍କ ଅହଂକାର ନୁହେଁ। ବର୍ତ୍ତମାନ ଭାରତର ବିଭିନ୍ନ ରାଜ୍ୟରେ ନୂଆ ନୂଆ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିଛନ୍ତି। ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ, ତାମିଲନାଡୁରେ ସି. ଯୋଶେଫ୍ ବିଜୟ ଏବଂ ଆମ ଓଡ଼ିଶାରେ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। କିନ୍ତୁ ଆଜି ଓଡ଼ିଶାର ଜନସାଧାରଣଙ୍କ ମନରେ ଏକ ବଡ଼ ପ୍ରଶ୍ନ ଉଠୁଛି। ଶପଥ ନେବାର ମାତ୍ର ୧୫ ଦିନ ଭିତରେ ଶୁଭେନ୍ଦୁ ଅଧିକାରୀ ଏବଂ ସି. ଯୋଶେଫ୍ ବିଜୟ ନିଜ ନିଜ ରାଜ୍ୟରେ ପ୍ରଶାସନିକ ଦୃଢ଼ତା ଦେଖାଇ ଯେତିକି ପ୍ରଶଂସା ସାଉଁଟିଲେଣି, ସେହି ତୁଳନାରେ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତ ଦୁଇବର୍ଷ ହେଲା କାହିଁକି ପଛରେ ପଡ଼ିଯାଇଛନ୍ତି?…

Read More