Author: NAZMEEN PARWEEN

ସୀମାରେ ଲାଗିଲା ଲମ୍ବା ଲାଇନ୍, ‘Detect, Delete and Deport’ ନୀତିରେ ସରକାରଙ୍କ କଡ଼ା ପଦକ୍ଷେପ ଭାରତ-ବାଂଲାଦେଶ ସୀମାରେ ଏବେ ଅସାଧାରଣ ପରିସ୍ଥିତି ଦେଖାଯାଉଛି। ପଶ୍ଚିମବଙ୍ଗର ଅନେକ ସୀମାନ୍ତ ଅଞ୍ଚଳରେ ଶତାଧିକ ଲୋକ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିବା ଚିତ୍ର ସାମ୍ନାକୁ ଆସିଛି। କାହାର ହାତରେ ବ୍ୟାଗ୍ ତ କାହାର କୋଳରେ ଛୋଟ ପିଲା। ସରକାରୀ ସୂତ୍ର ଅନୁସାରେ, ଏମାନଙ୍କ ମଧ୍ୟରୁ ଅନେକ ଜଣ ବର୍ଷ ଧରି ଭାରତରେ ଅବୈଧ ଭାବରେ ରହୁଥିବା ବାଂଲାଦେଶୀ ନାଗରିକ ହୋଇପାରନ୍ତି। ପଶ୍ଚିମବଙ୍ଗରେ ନୂଆ ସରକାର ଗଠନ ପରେ ଅବୈଧ ଅନୁପ୍ରବେଶ ବିରୋଧରେ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି। ସରକାର “Detect, Delete and Deport” ନୀତି ଅନୁଯାୟୀ ଅବୈଧ ଭାବେ ରହୁଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ କରି ଦେଶରୁ ବାହାର କରିବାକୁ ପଦକ୍ଷେପ ନେଉଛନ୍ତି। ସମସ୍ତ ଜିଲ୍ଲାରେ ହେବ ‘Holding Centre’ ସରକାରୀ ନିର୍ଦ୍ଦେଶ ଅନୁସାରେ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ “Holding Centre” ବା…

Read More