Author: NAZMEEN PARWEEN

ଭାରତର ପ୍ରତିରକ୍ଷା କିମ୍ବା ମିସାଇଲ୍ ପ୍ରଯୁକ୍ତିବିଦ୍ୟା କଥା ଆସିଲେ, ସାଧାରଣତଃ ଆମ ମନକୁ ପ୍ରଥମେ ଚାନ୍ଦିପୁରର ଆଇଟିଆର୍ (ITR Chandipur) କିମ୍ବା ଅବଦୁଲ କଲାମ ଦ୍ୱୀପ କଥା ଆସିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଆମ ଓଡ଼ିଶା ମାଟିରେ ଆଉ ଏକ ଏମିତି ଅନୁଷ୍ଠାନ ରହିଛି ଯିଏ ସୁଦୂର ଦୁର୍ଗମ ଅଞ୍ଚଳରେ ରହି ଭାରତୀୟ ସେନାର ପ୍ରତିରକ୍ଷା ବାହିନୀକୁ ଶକ୍ତିଶାଳୀ କରିବାରେ ଏକ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି? ଆଜ୍ଞା ହଁ, ମୁଁ କହୁଛି ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲା କୋରାପୁଟର ସୁନାବେଡ଼ାରେ ଥିବା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଅର୍ଥାତ୍ ହାଲ କୋରାପୁଟ କଥା। ଏହି କୋରାପୁଟ ହାଲ୍ ଏବେ ଭାରତୀୟ ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ପାଇଁ ଏମିତି ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ଦେଇଛି, ଯାହା ଶୁଣିଲେ ପ୍ରତ୍ୟେକ ଓଡ଼ିଆ ତଥା ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବରେ କୁଣ୍ଡେ ମୋଟ ହୋଇଯିବ। ଗତ କିଛି ଦିନ ହେବ…

Read More