Author: NAZMEEN PARWEEN

ଗତ କିଛି ଦିନ ହେବ ସାରା ଦେଶର ଡିଜିଟାଲ୍ ଦୁନିଆରେ ଏବଂ ସୋସିଆଲ ମିଡିଆରେ ଗୋଟିଏ ନାଁ ପୁରା ଚାଞ୍ଚଲ୍ୟ ସୃଷ୍ଟି କରିଛି—ସେହି ନାଁଟି ହେଉଛି ‘କକ୍ରୋଚ୍ ଜନତା ପାର୍ଟି’ ବା CJP। କଥାଟି ଶୁଣିବାକୁ ହସ ଲାଗୁଥିଲେ ବି ଏହା ଏବେ ଦେଶର ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥା ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବାସ୍ତବରେ, ଦେଶର ମୁଖ୍ୟ ବିଚାରପତିଙ୍କର ଏକ କଥିତ ବୟାନ ଯେଉଁଥିରେ ସେ ‘ନକଲି ଡିଗ୍ରୀ’ ନେଇ କାମ କରୁଥିବା ଲୋକଙ୍କୁ ‘ପରଜୀବୀ’ କହିଥିଲେ, ତାକୁ କେନ୍ଦ୍ର କରି ଦେଶର ବେକାର ଯୁବପିଢ଼ି ଓ ଛାତ୍ରମାନେ ଏକ ବ୍ୟଙ୍ଗାତ୍ମକ ଆନ୍ଦୋଳନ ଆରମ୍ଭ କରିଥିଲେ। ଅଭିଜିତ ଦୀପକେ ନାମକ ଜଣେ ଯୁବକ ଏହି ଭର୍ଚୁଆଲ୍ ଦଳର ପ୍ରତିଷ୍ଠା କରିଥିଲେ। ମାତ୍ର ୫ ଦିନ ମଧ୍ୟରେ ଏହି ପେଜ୍‌ର ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୨ କୋଟି ଟାର୍ଗେଟ୍ ପାର୍ କରିଗଲା, ଯାହା ଦେଶର ବଡ଼ ବଡ଼…

Read More