Author: NAZMEEN PARWEEN

ଆଜିକାଲିର ଦୁନିଆରେ ପିଲାଟିଏ ପାଠ ପଢ଼ାଇବା କେତେ କଷ୍ଟକର, ତାହା କେବଳ ଜଣେ ବାପା ବା ମା’ ହିଁ ବୁଝିପାରିବେ। ଆଜିର ସମୟରେ ବେସରକାରୀ ସ୍କୁଲ୍ ବା ପ୍ରାଇଭେଟ୍ ସ୍କୁଲ୍‌ଗୁଡ଼ିକ ଶିକ୍ଷାଦାନ ନାଁରେ କେମିତି ଗୋଟିଏ ଗୋଟିଏ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ପାଲଟି ଯାଇଛନ୍ତି, ତାହା ଆପଣମାନେ ସମସ୍ତେ ଜାଣିଛନ୍ତି। ନାମଲେଖା ଫିସ୍ (Admission Fee), ମାସିକ ଟ୍ୟୁସନ ଫିସ୍, ଡେଭଲପମେଣ୍ଟ ଫିସ୍, ସ୍ପୋର୍ଟସ ଫିସ୍… ଏମିତି ନାଁ ନେଇ ନେଇ ଅଭିଭାବକମାନଙ୍କର ପକେଟ୍‌କୁ ପୁରା ଖାଲି କରିଦିଆଯାଉଛି। ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ରାଇଭେଟ୍ ସ୍କୁଲ୍‌ଗୁଡ଼ିକର କୌଣସି ନିର୍ଦ୍ଦିଷ୍ଟ ଫିସ୍ ଷ୍ଟ୍ରକଚର ନ ଥାଏ। ଯାହା ମନକୁ ଆସିଲା, ସେତିକି ଟଙ୍କା ଲୁଟି ଚାଲିଛନ୍ତି। କିନ୍ତୁ ଏହି ମନମାନି ଏବେ ଆଉ ଚଳିବ ନାହିଁ! ଏହି ଲୁଟ୍‌ତରାଜ ଉପରେ ଏବେ ତାମିଲନାଡ଼ୁ ସରକାର ଏକ ବଡ଼ ଚାବୁକ୍ ମାରିଛନ୍ତି। ତାମିଲନାଡୁ ସରକାର ଏକ ଏଭଳି ଐତିହାସିକ ଏବଂ ସ୍ୱାଗତଯୋଗ୍ୟ…

Read More