Author: NAZMEEN PARWEEN

ଆଜି ବିଶ୍ୱ ରାଜନୀତିରେ ଏମିତି ଏକ ଘଟଣା ଘଟିଛି, ଯାହା ଆଗାମୀ ଦଶନ୍ଧି ପାଇଁ ଶକ୍ତି ସନ୍ତୁଳନକୁ ବଦଳାଇ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି ଇସ୍ରାଏଲ୍‌ରେ। କିନ୍ତୁ ଏହା କେବଳ ଏକ କୂଟନୈତିକ ଗସ୍ତ ନୁହେଁ, ଏହା ହେଉଛି ଦୁଇଟି ଶକ୍ତିଶାଳୀ ସଭ୍ୟତାର ମିଳନ।  ଯେତେବେଳେ ମୋଦୀ ଇସ୍ରାଏଲ୍‌ର ତେଲ୍ ଅଭିଭ୍ ଏୟାରପୋର୍ଟରେ ପାଦ ରଖିଲେ, ସେତେବେଳେ ସମଗ୍ର ବିଶ୍ୱର ନଜର ସେହିଠାରେ ଥିଲା।  କାହିଁକି ଏହି ଗସ୍ତ ପାକିସ୍ତାନ ପାଇଁ ଏକ ସତର୍କ ଘଣ୍ଟି?  କାହିଁକି ଆମେରିକା ଏବଂ ଚୀନ୍ ଏହି ବନ୍ଧୁତାକୁ ନେଇ ଚିନ୍ତିତ?  ଇସ୍ରାଏଲ୍ ସଂସଦରେ ସାଧାରଣତଃ ଏମିତି ଦୃଶ୍ୟ ଦେଖିବାକୁ ମିଳେନାହିଁ। କିନ୍ତୁ ମୋଦୀଙ୍କ ପାଇଁ ସେଠାରେ ‘ମୋଦୀ-ମୋଦୀ’ ନାରା ଗୁଞ୍ଜରିତ ହେଲା। ପ୍ରଧାନମନ୍ତ୍ରୀ ନେତନ୍ୟାହୁ ମୋଦୀଙ୍କୁ ‘ବିଶ୍ୱର ଜଣେ ମହାନ ଚାମ୍ପିଅନ୍’ ଭାବେ ସମ୍ବୋଧିତ କଲେ। ମୋଦୀ ନିଜ ଭାଷଣରେ ଏକ ବଡ଼ କଥା କହିଥିଲେ – ସେ କହିଲେ ଯେ ୧୭…

Read More