Author: NAZMEEN PARWEEN

କଳ୍ପନା କରନ୍ତୁ, ଆକାଶରେ ଉଡ଼ୁଥିବା ହଜାର ହଜାର ବିମାନ ଯଦି ହଠାତ୍ ସେମାନଙ୍କର ଦିଗ ହରାଇ ବସନ୍ତି କିମ୍ବା ପରସ୍ପର ସହ ଧକ୍କା ହୁଅନ୍ତି, ତେବେ କଣ ହେବ? ଗତ ୨୪ ତାରିଖରେ ରୁଷ-ୟୁକ୍ରେନ ଯୁଦ୍ଧକୁ ୫ବର୍ଷ ପୂରିବା ପରେ ଏହି ଭୟ ଏବେ ବିଶ୍ୱର ମହାଶକ୍ତିମାନଙ୍କୁ ଘାରିଲାଣି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏମିତି ଏକ ଗୁପ୍ତ ଅସ୍ତ୍ର ପ୍ରସ୍ତୁତ କରିଛନ୍ତି, ଯାହା ବିନା କୌଣସି ଗୁଳି ଗୋଳାରେ ଶତ୍ରୁର ବିମାନ ଓ ମିସାଇଲକୁ ଅକାମୀ କରିଦେଇପାରେ। ଏହି ଅସ୍ତ୍ରର ନାମ ହେଉଛି ‘ଟୋବୋଲ୍’ (Tobol)। ଏହି ଟେକ୍ନୋଲୋଜି କଣ ଏବଂ ଏହା କିପରି ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ୍ ଠାରୁ ଆରମ୍ଭ କରି ବ୍ରିଟିଶ୍ ଏୟାରକ୍ରାଫ୍ଟ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ‘ଟୋବୋଲ୍’ କଣ ଏବଂ ଏହା କିପରି କାମ କରେ? ସାଧାରଣତଃ…

Read More