Author: NAZMEEN PARWEEN

ଗତ କିଛିଦିନ ହେବ ସାରାବିଶ୍ୱର ନଜର ରହିଛି ମଧ୍ୟପ୍ରାଚ୍ୟ ଉପରେ। ସମସ୍ତେ ଭାବୁଥିଲେ ଇରାନ ଶେଷ ହୋଇଗଲା। ସମସ୍ତେ ଭାବୁଥିଲେ ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣରେ ଇରାନର ମେରୁଦଣ୍ଡ ଭାଙ୍ଗି ଯାଇଛି। ବିଶେଷ କରି ଯେତେବେଳେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଏବଂ ତାଙ୍କର ଟପ୍ କମାଣ୍ଡରମାନଙ୍କ ମୃତ୍ୟୁ ଖବର ଆସିଲା, ସେତେବେଳେ ପାଶ୍ଚାତ୍ୟ ଗଣମାଧ୍ୟମ ଚିତ୍କାର କରି କହିଥିଲା – “ଇଟ୍ସ ଏ ଚେକ୍‌ମେଟ୍!” ଅର୍ଥାତ୍ ଖେଳ ଶେଷ। କିନ୍ତୁ ଯୁଦ୍ଧ ମଇଦାନରୁ ଏବେ ଯେଉଁ ଖବର ଆସୁଛି, ତାହା ଆମେରିକା ଏବଂ ଇସ୍ରାଏଲର ନିଦ ହଜାଇ ଦେଇଛି। କୁହାଯାଉଛି, ଇରାନକୁ ଅଣ୍ଡର-ଏଷ୍ଟିମେଟ୍ କରିବା ଆମେରିକା ପାଇଁ ମହଙ୍ଗା ପଡ଼ିଛି କି? କ’ଣ ଇରାନ ଏବେ ବି ଏହି ଯୁଦ୍ଧ ଜିତିବା ସ୍ଥିତିରେ ଅଛି? ୨୮ ଫେବୃଆରୀ ୨୦୨୬। ଆମେରିକା ଏବଂ ଇସ୍ରାଏଲ୍ ମିଳିତ ଭାବେ ‘ଅପରେସନ୍ ଏପିକ ଫ୍ୟୁରି’ ଆରମ୍ଭ କଲେ। ଏକାସାଙ୍ଗରେ ଇରାନର…

Read More