Author: Sarasinee Subudhi

ଦୁନିଆ ଆଧୁନିକ ହେଉଛି ଆଉ ମଣିଷ ପଶୁ ପାଲଟି ଯାଉଛି। ଜଙ୍ଗଲର ପଶୁଠାରୁ ଆହୁରି ହିଂସ୍ର ହେଉଛି ଅବିବେକୀ ହେଉଛି ମଣିଷ। ଡାହାଣୀଠୁ ବଳେଇଲାଣି ମଣିଷ, ଡାହାଣୀ ୭ ଘର ଛାଡି ଆକ୍ରମଣ କରେ ବୋଲି କୁହାଯାଏ ହେଲେ ମଣିଷ ନିଜ ଘର କଣ ନିଜ ରକ୍ତ ସମ୍ପର୍କକୁ ବି ଛାଡ଼ୁନି। ଆମେ ଏମିତି କାହିଁକି କହୁଛୁ ଏହି ନିନ୍ଦନୀୟ ଘଟଣାଟି ପଢିଲେ ଆପଣ ଜାଣି ପାରିବେ। ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି, ତାକୁ ଯିଏ ଶୁଣୁଛି ସିଏ କହୁଛି ଛି କି ଯୁଗ ହେଲା। ଦିଗପହଣ୍ଡିରେ ଜଣେ ୧୬ ବର୍ଷୀୟା ଝିଅଙ୍କୁ ତାଙ୍କ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ବେଳେ ଝିଅଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣା ପଡିଛି। ଏହି ମାମଲାରେ ରାକ୍ଷସ ବାପା ତଥା ଅଭିଯୁକ୍ତ ଭୀମା ପ୍ରଧାନ (୪୩)ଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରିଛି। ପାପୀ ବାପାର…

Read More