Author: Sarasinee Subudhi

ପୂର୍ବତ୍ତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ବିଭାଗର ରେଡ୍। ଗୁରୁବାର ଭୋର ୫ଟାରୁ ୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗ ଚଢାଉ କରିଥିବା ସୂଚନା ମିଳିଛି । ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ବର ଓ ଦିଲ୍ଲୀରେ ରେଡ୍ ହୋଇଥିବା ଜଣା ପଡିଛି। ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ହେଉଥିବା କୁହାଯାଉଛି। କୋଇଲା ପରିବହନର ଦସ୍ତାବିଜ ମଧ୍ୟ ଯାଞ୍ଚ କରୁଛି ଟିମ୍‌। ଏଥିରେ ୨୦ଟି ଟିମ ସାମିଲ ଥିବା କୁହାଯାଉଛି। ତେବେ ଦୀପାଳି ଦାସ ଓ ବିଶାଳ ଦାସ ଘରେ ନଥିବା ବେଳେ ଆଇଟି ରେଡ୍ ହୋଇଥିବା ଜଣା ପଡିଛି। ଦୀପାଳି ପୁରୀରେ ଥିବା ବେଳେ ବିଶାଳ ଦିଲ୍ଲୀରେ ଥିବା ଜଣା ପଡିଛି। ଏହି ଚଢ଼ାଉରେ ଏକା ସଙ୍ଗେ ୧୦୦ ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି । ୧୨୦ ଆଇଟି ଅଫିସର, ୪୦ ସିଆରପିଏଫ, ୬୦ଟି ଗାଡ଼ି ଏବଂ ସାଇଣ୍ଟିକ ଟିମ ଚଢ଼ାଉରେ ସାମିଲ ଅଛନ୍ତି । ସେପଟେ କୋଇଲା ଟ୍ରାନ୍ସପୋର୍ଟରେ…

Read More