Author: Sarasinee Subudhi

ରାଜ୍ୟରେ ବଢି ଚାଲିଛି ମହିଳାଙ୍କ ଉପରେ ଅତ୍ୟାଚାର ଆଉ ଦୁଷ୍କର୍ମ ମାମଲା। ବଢୁଥିବା ଦୁଷ୍କର୍ମ ମାମଲା ଦେଖି ଲାଗୁଛି ଓଡ଼ିଶାରେ ଅସୁରକ୍ଷିତ ହୋଇପଡିଛନ୍ତି ନାବାଳିକା, ମହିଳା ଓ ଯୁବତୀ। ଓଡ଼ିଶାରେ ମହିଳାମାନଙ୍କୁ ହେଉଥିବା ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଅଣାୟତ ସ୍ଥିତିରେ ପହଞ୍ଚିଲାଣି । ବର୍ଷ ପୂର୍ତ୍ତିରେ ରାଜ୍ୟ ସରକାରଙ୍କ ପାଇଁ କଳଙ୍କ ପାଲଟିଛି ଗୋପାଳପୁର ଗଣଦୁଷ୍କର୍ମ ମାମଲା। ରାଜ୍ୟରେ ପ୍ରତିଦିନ ୧୫ରୁ ଅଧିକ ମହିଳା ଓ ନାବାଳିକା ଗଣଧର୍ଷଣ ଓ ପାଶବିକ ଅତ୍ୟାଚାରର ଶିକାର ହେଉଥିବା ଏକ ରିପୋର୍ଟରୁ ଜଣା ପଡିଛି। କେବଳ ୨୦୨୪ରେ ଓଡ଼ିଶାରେ ୮% ଦୁଷ୍କର୍ମ ମାମଲା ବଢିଛି ବୋଲି ବିଧାନସଭାରେ ସରକାର ଦେଇଥିବା ରିପୋର୍ଟରୁ ଜଣାପଡିଛି। ୨୦୨୩ ମସିହାରେ ଓଡ଼ିଶାରେ ମୋଟ ୨୮୨୬ଟି ବଳାତ୍କାର ମାମଲା ରିପୋର୍ଟ ହୋଇଥିଲା କିନ୍ତୁ ୨୦୨୪ ମସିହାରେ ଏହା ୮ ପ୍ରତିଶତ ବୃଦ୍ଧି ୩୦୫୪ରେ ପହଞ୍ଚିଥିଲା । ଗତ ୧୦ ମାସରେ ୪୫୦୦ ମାମଲା ରୁଜୁ ହୋଇଛି। ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ,…

Read More