Author: Sarasinee Subudhi

ଇରାନ-ଇସ୍ରାଏଲ ଉତ୍ତେଜନା ମଧ୍ୟରେ, ତିନୋଟି ୟୁରୋପୀୟ ଦେଶ ଆଗକୁ ଆସିଛନ୍ତି, ତୁର୍କୀ, ଚୀନ୍ ଏବଂ ରୁଷକୁ ପଛରେ ପକାଇ, ଏହି ତିନୋଟି ଦେଶ ଇରାନ ସହିତ ପରମାଣୁ ଆଲୋଚନା ପ୍ରସ୍ତାବ ଦେଇଛନ୍ତି। ଏହି ତିନୋଟି ଦେଶ ହେଉଛି ଫ୍ରାନ୍ସ, ବ୍ରିଟେନ ଏବଂ ଜର୍ମାନୀ ଯେଉଁମାନେ ଜେନେଭାରେ ଏ ବିଷୟରେ ଆଲୋଚନା କରିବେ। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଅଧିକ ତୀବ୍ର ହେଉଛି। ହସ୍ପିଟାଲରେ ଆକ୍ରମଣ ପରେ ଇସ୍ରାଏଲ ଖାମେନିଙ୍କୁ ଶେଷ କରିଦେବାକୁ ପ୍ରତିଜ୍ଞା କରିଥିଲା। ତେବେ ଇସ୍ରାଏଲ ଏହି କ୍ରୋଧରୁ ଇରାନକୁ ସୁରକ୍ଷା ଦେବା ପାଇଁ ତିନୋଟି ମହାଶକ୍ତି ଦେଶ ପ୍ରୟାସ ଆରମ୍ଭ କରିଛନ୍ତି। ବିଶେଷ କଥା ହେଉଛି ଇରାନର ବନ୍ଧୁ କୁହାଯାଉଥିବା ଚୀନ୍, ଋଷ ଏବଂ ତୁର୍କୀ ଏହି ତିନୋଟି ଦେଶରେ ଅନ୍ତର୍ଭୁକ୍ତ ନାହାନ୍ତି। ଜର୍ମାନୀ କୂଟନୀତିଜ୍ଞଙ୍କ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜର୍ମାନୀ, ଫ୍ରାନ୍ସ ଏବଂ ବ୍ରିଟେନର ବୈଦେଶିକ ମନ୍ତ୍ରୀମାନେ ଆସନ୍ତା ଶୁକ୍ରବାର ଜେନେଭାରେ…

Read More