Author: Sarasinee Subudhi

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଏକ ପ୍ରୟୋଗଶାଳାରେ ମେସିନକୁ ମଣିଷ ଭଳି କଥା ଶୁଣିବା ପାଇଁ ପ୍ରସ୍ତୁତ କରାଯାଉଛି। ଡକ୍ଟର ଶ୍ରୀରାମ ଗଣପତି ଯାହା ଅଧିକାଂଶ ମଣିଷ ସହଜରେ କରିଥାନ୍ତି ତାକୁ ମେସିନଗୁଡ଼ିକୁ ଶିଖାଇବାକୁ ଚେଷ୍ଟା କରୁଛନ୍ତି, ବାସ୍ତବ ଦୁନିଆର ଶବ୍ଦ ମଧ୍ୟରୁ କଥା ବୁଝିବା କାମ ଏବେ ମେସିନ କରିବ। ତାଙ୍କର ଲର୍ଣ୍ଣିଂ ଆଣ୍ଡ୍ ଏକ୍ସଟ୍ରାକ୍ସନ୍ ଅଫ୍ ଆକୋଷ୍ଟିକ୍ ପ୍ୟାଟର୍ଣ୍ଣସ୍(LEAP) ପ୍ରୟୋଗଶାଳା ସହିତ, ସେ ମଣିଷ କିପରି କଥା ହୁଏ, ଶୁଣେ ଏବଂ ପରସ୍ପରକୁ ବ୍ୟାଖ୍ୟା କରେ ତାହା ବୁଝିବା ଉପରେ ଗବେଷଣା କରୁଛନ୍ତି, ବିଶେଷକରି କୋଳାହଳପୂର୍ଣ୍ଣ ପରିବେଶରେ – ଯେଉଁଠାରେ ବିଦ୍ୟମାନ କୃତ୍ରିମ ବୁଦ୍ଧିମତ୍ତା (AI) ମଡେଲଗୁଡ଼ିକ ବିଫଳ ହୁଏ। ଭବିଷ୍ୟତରେ ଉନ୍ନତ ଶ୍ରବଣ ଯନ୍ତ୍ର ବିକଶିତ କରିବା ପାଇଁ ତାଙ୍କ ଗବେଷଣାର ଯଥେଷ୍ଟ ସମ୍ଭାବନା ଅଛି। ମେସିନ୍ ଶିକ୍ଷଣ ସହିତ ନ୍ୟୁରୋସାଇନ୍ସକୁ ମିଶ୍ରଣ କରି, ପରୀକ୍ଷାଗାରରେ କେବଳ କଥା ଏବଂ…

Read More