Author: Sarasinee Subudhi

ଚାଳିଶ ବର୍ଷ ପୂର୍ବେ ଭାରତ ଏକ ସୋଭିଏତ୍ ମହାକାଶ ଯାନରେ ରାକେଶ ଶର୍ମାଙ୍କୁ ମହାକାଶକୁ ପ୍ରେରଣ କରି ଯେଉଁ ଛୋଟ ପଦକ୍ଷେପଟିଏ ନେଇଥିଲା, ତାହା ଆଜି ଏକ ବଡ଼ ପଦକ୍ଷେପରେ ପରିଣତ ହୋଇଛି; ଆକ୍ସିଅମ୍-୪ ମିଶନ୍ ସଫଳତାର ସହିତ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ପହଞ୍ଚି ପାରିଛି ଏବଂ ଭାରତୀୟ ବାୟୁ ସେନାର ଗ୍ରୁପ୍ କ୍ୟାପ୍‌ଟେନ୍ ଶୁଭ୍ରାଂଶୁ ଶୁକ୍ଳା ଆଇଏସ୍ଏସ୍‌ରେ ଅବତରଣ କରିବାରେ ପ୍ରଥମ ଭାରତୀୟ ହୋଇ ଇତିହାସ ରଚନା କରିଛନ୍ତି। ସୂଚାଇ ଦିଆଯାଇପାରେ କି, ଆଇଏସ୍ଏସ୍ ହେଉଛି ଏକ ବୈଶିକ ସହଯୋଗିତାମୂଳକ ମହାକାଶ ଗବେଷଣାଗାର । ଉପର ବର୍ଣ୍ଣିତ ଦୁଇ ଭାରତୀୟ ମହାକାଶଚାରୀଙ୍କ ମଧ୍ୟରେ ତୁଳନା କରିବା ଅତି ସହଜ କଥା- ଶ୍ରୀଯୁକ୍ତ ଶର୍ମାଙ୍କ ସମୟରେ ଭାରତ କହିବାକୁ ଗଲେ ମହାକାଶରେ ପଦ ଚାରଣ କରି ଆଇଏସ୍ଏସ୍‌ରେ ଗବେଷଣା କରିବା କ୍ଷେତ୍ରରେ ସମ୍ପୂର୍ଣ ନୂଆ ଥିଲା । ଆକ୍ସିଅମ୍ ମିଶନ୍‌ର ଅନ୍ୟ ସଦସ୍ୟମାନଙ୍କ ସହିତ ମିଶି ଶ୍ରୀଯୁକ୍ତ ଶୁକ୍ଳା କୃଷି…

Read More