Author: Sarasinee Subudhi

ପଡ଼ୋଶୀ ଦେଶଗୁଡ଼ିକ ସହିତ ଭାରତର ଚ୍ୟାଲେଞ୍ଜ ନିରନ୍ତର ବୃଦ୍ଧି ପାଉଛି। ତଥାପି, ଭାରତ ଏହି ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହେବା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛି। ବର୍ତ୍ତମାନ ପାକିସ୍ତାନୀ ଗଣମାଧ୍ୟମରେ କୁହାଯାଉଛି ଯେ ପାକିସ୍ତାନ ଏବଂ ଚୀନ୍ ସାର୍କ ସ୍ଥାନରେ ଏକ ନୂତନ ଆଞ୍ଚଳିକ ବ୍ଲକ ସୃଷ୍ଟି କରିବାକୁ ଯୋଜାନା କରୁଛନ୍ତି। ଭାରତ ସାର୍କର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହିଆସିଛି, କିନ୍ତୁ ବର୍ତ୍ତମାନ ଏହା ଏକ ପ୍ରକାର ନିଷ୍କ୍ରିୟ ସଂଗଠନ ପାଲଟିଛି। ପାକିସ୍ତାନର ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ୍‌ର ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଇସଲାମାବାଦ ଏବଂ ବେଜିଂ ମଧ୍ୟରେ ଆଞ୍ଚଳିକ ବ୍ଲକ ଉପରେ ଆଲୋଚନା ଉନ୍ନତ ସ୍ତରରେ ଅଛି। ରିପୋର୍ଟ ଅନୁଯାୟୀ, ଜୁନ୍ ୧୯ ତାରିଖରେ ଚୀନ୍‌ର କୁନମିଂରେ ଏହି ନୂତନ ଆଞ୍ଚଳିକ ବ୍ଲକ ସୃଷ୍ଟି କରିବା ପାଇଁ ଏକ ବୈଠକ ଡକାଯାଇଥିଲା ଯେଉଁଥିରେ ବାଂଲାଦେଶ ମଧ୍ୟ ଅଂଶଗ୍ରହଣ କରିଥିଲା। ଜୁନ୍ ୧୯ରେ ଚୀନ୍ ସହରରେ ତିନି ପଡ଼ୋଶୀ ଏକଠି ହୋଇଥିଲେ…

Read More